କୋରୋନାର ନୂଆ ଭାରିଆଂଟ୍ ନେଇ ଚିନ୍ତା, ଖୁବ୍ ଶୀଘ୍ର ଆସିବ ଗାଇଡଲାଇନ୍‌

ଭୁବନେଶ୍ୱର - ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋରୋନାର ନୂଆ ଭାରିଆଂଟ ନେଇ ବିଶ୍ୱବ୍ୟାପୀ ଚିନ୍ତା ପ୍ରକାଶ ପାଇଛି । ଏହି ନୂଆ ଭାରିଆଂଟର ନାନ ଓମିକ୍ରନ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହି ଭାରିଆଂଟ ନେଇ ରାଜ୍ୟରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି । ସନ୍ଦିଗ୍ଧ ଓ ସଂକ୍ରମିତ ଦେଶରୁ…

ଦେଢ କୋଟିରୁ ଅଧିକ ଲୋକ ନେଲେଣି ଦୁଇ ଡୋଜ କୋଭିଡ ଟିକା, ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ସାବାସୀ ଦେଲେ ନବୀନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସ୍ଥାପନ ହୋଇଛି । ରାଜ୍ୟରେ ଦେଢ କୋଟିରୁ ଅଧିକ ଯୋଗ୍ୟ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ଅର୍ଥାତ ସେମାନେ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଛନ୍ତି । ଏହି ସଫଳତାରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।…

କୋରାପୁଟରେ ବିଏସକେୱାଇ ସ୍ମାର୍ଟ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାବାସୀଙ୍କୁ ୮୬୬ କୋଟିର ପ୍ରକଳ୍ପ ଭେଟି

ଭୁବନେଶ୍ୱର- ବିଏସକେୱାଇ ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ କୋରାପୁଟ ଜିଲା ସାମିଲ ହୋଇଛି । ଜିଲ୍ଲାର ୧୨ ଲକ୍ଷରୁ ଅଧିକ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ଏହି ସେବାର ଶୁଭାରମ୍ଭ କରିଛନ୍ତି । ସ୍ମାର୍ଟ କାର୍ଡ ସେବାର ଶୁଭାରମ୍ଭ କରିବା ସହ…