ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। କୋରାପୁଟର ୧୨ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ନବରଙ୍ଗପୁରର ୧୧ ଲକ୍ଷ ୩୦…

ଦକ୍ଷିଣ ଆଫ୍ରିକାକୁ ଟିମ୍ ପଠାଇବା ପୂର୍ବରୁ ବିସିସିଆଇକୁ ସରକାରଙ୍କ ପରାମର୍ଶ ନେବାକୁ ପଡ଼ିବ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାକୁ କ୍ରିକେଟ୍ ଟିମ୍ ପଠାଇବା ପୂର୍ବରୁ ବିସିସିଆଇ ସରକାରଙ୍କ ସହିତ ପରାମର୍ଶ କରିବା ଉଚିତ ବୋଲି ଶନିବାର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ଦକ୍ଷିଣ ଆଫ୍ରିକାରେ କୋଭିଡ୍-୧୯ ର ଏକ ନୂଆ ଭାରିଆଣ୍ଟ ମିଳିବା ପରେ ବିଶ୍ୱ…

ବାଲୁଗାଁ ଦୁର୍ଘଟଣା ଚିକିତ୍ସାଧୀନଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ବ୍ରହ୍ମପୁର: ଶନିବାର ଭୋରରେ ବାଲୁଗାଁ - ବାଣପୁର ନିକଟରେ ପିକନିକ ଗାଡ଼ି ଦୁର୍ଘଟଣାରେ ପ୍ରାୟ ୬ ଜଣ ଗୁରୁତର ବା ସାମାନ୍ୟ ଆହତ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ଖବର ପାଇବା ପରେ ବ୍ରହ୍ମପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ…