ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ, ଆଗତ ହେବ କୃଷି ଆଇନ ପ୍ରତ୍ୟାହାର ବିଲ୍

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି। ତିନୋଟି କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାର ଗୃହରେ ବିଲ୍ ଆଗତ କରିବେ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ କୃଷି ଆଇନ ରଦ୍ଦ ବିଲ୍ ୨୦୨୧କୁ ଉପସ୍ଥାପନ କରିବେ। ତିନୋଟି ବିବାଦୀୟ କୃଷି ଆଇନ…

ଆୟ ବହିର୍ଭୂତ ସଂପତ୍ତି ମାମଲାରେ କନେଷ୍ଟବଳଙ୍କ ଘରେ ଭିିଜିଲାନ୍ସ ଚଢାଉ

ବ୍ରହ୍ମପୁର - ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଫସିଲେ ବ୍ରହ୍ମପୁର ପୋଲିସ କନେଷ୍ଟବଳ ସୁଦର୍ଶନ ପ୍ରଧାନ । ଆଜି ସକାଳେ ତାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ତିନିଟି ଜାଗାରେ ଏକକାଳୀନ ଚଢାଇ ଚାଲିଛି । ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ସ୍ଥିତ ସୁଦର୍ଶନଙ୍କ ତିନି ମହଲା ଆବାସିକ କୋଠା,…