ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ ତାଲିକା ପ୍ରକାଶ

ଭୁବନେଶ୍ୱର: ଆଗାମୀ ପୌର ନିର୍ବାଚନ ପାଇଁ ୱାର୍ଡ ଓ ବୁଥ୍‌ ତାଲିକା ପ୍ରକାଶ ପାଇଛି । ଏହାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି । ୪୮ଟି ମୁନିସିପାଲିଟି ଓ ୫୯ଟି ବିଜ୍ଞ ପିତ ଅଞ୍ଚଳ ପରିଷଦ ସହ ମୋଟ ୧୦୭ଟି ପୌରାଞ୍ଚଳ ରହିଛି । ୩ଟି ମହାନଗର ନିଗମ, ମୁନିସିପାଲିଟି ଓ ବିଜ୍ଞାପିତ…

ଗଞ୍ଜାମ: ୫ ନିର୍ବାଚନମଣ୍ଡଳୀ ତଥା ୫ ବ୍ଲକର ୧୭ ଜୋନ୍‌ରେ ମତଦାନ ଆଜି

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବ୍ଲକ୍‌ର ୧୬୩୮ ବୁଥରେ ଆଜି ମତଦାନ ହେଉଛି। ରଙ୍ଗେଇଲୁଣ୍ଡା, ଚିକିଟି, ସାନଖେମୁଣ୍ଡି, ସୋରଡ଼ା ଓ ପୋଲସରା ବ୍ଲକର ୧୬୩୮ ବୁଥ୍‌ରେ ଭୋଟଗ୍ରହଣ କରିବେ ମତଦାତା। ଏଥିରୁ ୧୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ୬୦ ପ୍ରାର୍ଥୀ,…

ଶ୍ରୀମନ୍ଦିରରେ ଗାଣପତ୍ୟ ଉପାସନାର ପ୍ରଭାବ। ମନ୍ଦିର ବେଢାରେ ରହିଛି ଅନେକ ଗଣେଶ ବିଗ୍ରହ

ଶ୍ରୀମନ୍ଦିର ଭିତରେ ଗାଣପତ୍ୟ ଉପାସନାର ପ୍ରଭାବ ରହିଥିବା ଦେଖିବାକୁ ମିଳେ । ମନ୍ଦିର ଭିତରେ ଦେଖାଯାଉଥିବା ଗଣପତି ବା ଗଣେଶଙ୍କ ବିଗ୍ରହ ତଥା ମନ୍ଦିର ରୁ ଏହା ପୂର୍ବନୁମାନ କରାଯାଇଛି । ଶ୍ରୀମନ୍ଦିର ଭିତରେ ମୋଟ ୪୫ଟି ଗଣେଶ ମନ୍ଦିର ଅଛି । ସେମାନକ ଭିତରୁ ଭିତର ବେଢାରେ ୨୩ଟି ଓ ବାହାର…

ଗୀତା ମାହାତ୍ମ୍ୟ: ଅପି ଚେଦସୀ ପାପେଭ୍ୟ ପାପ କୃତମହ। ସର୍ବଂ ଜ୍ଞାନପ୍ଲବେନୈବ ବୃଜିନଂ ସନ୍ତରିଷ୍ୟସି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : - ଅପି ଚେଦସୀ ପାପେଭ୍ୟ ପାପ କୃତମହ। ସର୍ବଂ ଜ୍ଞାନପ୍ଲବେନୈବ ବୃଜିନଂ ସନ୍ତରିଷ୍ୟସି।। ହେ ଅର୍ଜ୍ଜୁନ ! ଯଦି ତୁମେ ସମସ୍ତ ପାପିଙ୍କ ଠାରୁ ମଧ୍ୟ ଅଧିକ ପାପୀ ହୋଇଥାଅ, ତେବେ ମଧ୍ୟ ତୁମେ…

ଭାରତୀୟ ସାଂସଦଙ୍କ ଉପରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଜଣାଇଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ସମ୍ପର୍କରେ ଗୁରୁବାର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହସିନ୍ ଲୋଙ୍ଗଙ୍କ ମନ୍ତବ୍ୟ ନେଇ ଭାରତ ଆପତ୍ତି ଉଠାଇଛି । ଏହି ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସିଙ୍ଗାପୁରର ହାଇ କମିଶନଙ୍କ ସହ ଏହି ପ୍ରସଙ୍ଗ ଉଠାଇଥିବା…