‘୨୦୦୨ ଗୁଜୁରାଟ ଦଙ୍ଗା କେଉଁ ସରକାର ଅମଳରେ ହୋଇଥିଲା?’, ସିବିଏସ୍ଇ ବୋର୍ଡ ପରୀକ୍ଷାରେ ପଚରା ଯାଇଥିବା…

ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଗୁଜୁରାଟ ଦଙ୍ଗା ଉପରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଥିପାଇଁ କେନ୍ଦ୍ରୀୟ ପରିଷଦ ମାଧ୍ୟମିକ ଶିକ୍ଷା (ସିବିଏସ୍ଇ) ନିଜର ଭୁଲ ସ୍ୱୀକାର କରିବା ସହ କ୍ଷମା ମାଗିଛି। ସିବିଏସ୍ଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁମାନେ…