ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍ପସ ଏମ୍‌ଡି, ଚଢାଉ ବେଳେ ମିଳିଲା ୨ ଲକ୍ଷରୁ ଅଧିକ ଟଙ୍କା, ୪ଟି ଚାରିଚକିଆ ଯାନ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜମନକିରା ଲ୍ୟାମ୍ପସ ଏମଡି ଫଣୀନ୍ଦ୍ର ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଜମନକିରା ଅଫିସ, ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିିଛି । ଫଣୀନ୍ଦ୍ରଙ୍କ ସମ୍ବଲପୁର…

୩୦ଟି ଦେଶରେ ପହଞ୍ଚିଲା ଓମିକ୍ରନ୍, ଦକ୍ଷିଣ ଆଫ୍ରିକାରେ ଲାଗିଲା ଲକଡାଉନ୍

ଜୋହାନ୍ସବର୍ଗ: ଭାରତରେ ରିପୋର୍ଟ ହୋଇଥିବା ଦୁଇଟି ନୂଆ ମାମଲା ସମେତ ୩୦ ଟି ଦେଶରେ ଏଯାବତ୍ ୩୮୨ ଟି ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି | ଯେଉଁ ଦେଶଗୁଡ଼ିକରେ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ୧୮୩ ଟି ମାମଲା ରେକର୍ଡ କରାଯାଇଛି। କୋଭିଡର ଏହି…

କର୍ଣ୍ଣାଟକ ଓମିକ୍ରନ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ପାଞ୍ଚ ଜଣ ପଜିଟିଭ୍

ବେଙ୍ଗାଲୁରୁ: କରୋନା ଭାଇରସର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ପ୍ରବେଶ କରିଛି । କର୍ଣ୍ଣାଟକରେ ଦୁଇ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉଭୟ ସଂକ୍ରମିତ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୬୬ ବର୍ଷ ୪୬ ବର୍ଷ | ତେବେ ଚିନ୍ତାର ବିଷୟ ହେଉଛି ୪୬ ବର୍ଷୀୟ…

ବାତ୍ୟା ଅପଡେଟ୍ : ଗଭୀର ଅବପାତରେ ପରିଣତ ହେଲା ଅବପାତ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାର ସ୍ଥିତି ନେଇ ପାଣିପାଗ ବିଭାଗର ସୂଚନା । ବିଶାଖାପାଟଣାଠାରୁ ୫୮୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ଗୋପାଳପୁରଠାରୁ ୬୭୦ ଓ ପାରାଦୀପଠାରୁ ୭୬୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୩୨ କିଲୋମିଟର ବେଗରେ ଅଗ୍ରସର ହେଉଛି ଡିପ୍…