ନୂଆ ଟ୍ରାଫିକ୍ ନିୟମ: ଚାରି ବର୍ଷରୁ କମ୍ ପିଲାମାନଙ୍କ ପାଇଁ ହେଲମେଟ୍ ଓ ସୁରକ୍ଷା ବେଲ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଚାରି ବର୍ଷରୁ କମ୍ ପିଲାମାନଙ୍କ ପାଇଁ ନୂଆ ଟ୍ରାଫିକ୍ ନିୟମ ଲାଗୁ କରିଛି । ଦୁଇ ଚକିଆ ଯାନରେ ଯାଉଥିଲେ ଚାରି ବର୍ଷରୁ କମ୍ ପିଲାମାନଙ୍କ ପାଇଁ ହେଲମେଟ ଏବଂ ସୁରକ୍ଷା (ହାର୍ଣ୍ଣେସ୍) ବେଲ୍ଟ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏହାଛଡ଼ା…

କିନ୍ନରଙ୍କୁ ଗଳା କାଟି ହତ୍ୟା, ରାସ୍ତା କଡ଼ରେ ପଡିଛି ମୃତଦେହ

ସମ୍ବଲପୁର: ସମ୍ବଲପୁର ଅନ୍ଧାରୀପତ୍ରାରେ କିନ୍ନରଙ୍କୁ ହତ୍ୟା ଅଭିଯୋଗ। କିନ୍ନର ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। କିନ୍ନର ଜଣକ କଦମପଡାର ହୋଇଥିବା ବେଳେ ତାଙ୍କ ନାଁ ଫିରୋଜ ଛତ୍ରିଆ। କେହି ଏକ ଧାରୁଆ ଅସ୍ତ୍ରରେ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବା…

କୋରୋନାର ନିମ୍ନଗତି ଜାରି, ଦିନକରେ ଚିହ୍ନଟ ହେଲେ ୮୮୬ ଆକ୍ରାନ୍ତ

ଭୁବନେଶ୍ୱର –ରାଜ୍ୟରେ କୋରୋନାର ନିମ୍ନଗତି ଜାରି ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୮୮୬ ଆକ୍ରାନ୍ତ । ସଙ୍ଗରୋଧରୁ ୫୧୬ ଓ ସ୍ଥାନୀୟ ଅଂଚଳରୁ ୩୭୦ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୬୯ ଜଣ ଶିଶୁ ଓ କିଶୋର ଅଛନ୍ତି । ସମ୍ବଲପୁରରୁ ୧୭୯, ଖୋର୍ଦ୍ଧା ଜିଲ୍ଲାରୁ ୮୬, ସୁନ୍ଦରଗଡରୁ ୭୯,…

କରୋନା ଅପଡେଟ୍: ଦେଶରେ ଆଉ ୩୦,୭୫୭ ନୂଆ ମାମଲା, ୫୪୧ ମୃତ

ନୂଆଦିଲ୍ଲୀ: ଆଜି ଦେଶରେ ଗତ ୨୪ ଘଣ୍ଟାରେ ୩୦,୭୫୭ ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ୫୪୧ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୩୦,୬୧୫ ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ଗତକାଲି ତୁଳନାରେ ଆଜି ମାମଲା ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ…