ପୋଲରୁ ୨୦ ଫୁଟ ତଳକୁ ଖସିଲା ଟ୍ରକ୍, ୨ ଗୁରୁତର

ଖଲିକୋଟ: ୧୬ ନମ୍ବର ଜାତୀୟ ରାଜପଥର ହରିଡ଼ାମୁଳ ଛକ ନିକଟ ପୋଲରେ ଦୁର୍ଘଟଣା। ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ପୋଲ ଉପରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଛି। ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି। ଏଥିରେ ଡ୍ରାଇଭର ହାକିମ ମଣ୍ତଳ ଓ ହେଲପର ତାପସ ମଲ୍ଲିକ ଗୁରୁତର ହୋଇଛନ୍ତି। ଖଲ୍ଲିକୋଟ ଥାନା ପୋଲିସ…