ଜୁନିଅର ବିଶ୍ୱକପ୍ ହକି : ସେମିରେ ଆଜି ଫ୍ରାନ୍ସ ବନାମ ଆର୍ଜେଂଟିନା ଏବଂ ଭାରତ ବନାମ ଜର୍ମାନୀ

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକିରେ ଆଜି ସେମିଫାଇନାଲର ଦିନ । ଆଜି ପ୍ରଥମ ସେମିଫାଇନାଲର ଫ୍ରାନ୍ସ ଓ ଆର୍ଜେଂଟିନା ମଧ୍ୟରେ ଖେଳାଯିବ । ସଂଧ୍ୟା ସାଢେ ୭ଟାରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ, ଦ୍ୱିତୀୟ ସେମିଫାଇନାଲରେ ୬ ଥରର ଚାମ୍ପିଅନ ଜର୍ମାନୀକୁ ଭେଟିବ । କ୍ୱାର୍ଟର ଫାଇନାଲରେ ଭାରତ,…

ବାତ୍ୟା ‘ଜଓା୍ୱାଦ’ରେ ପରିଣତ ହେବ ଅବପାତ, ଆଜି ସ୍ପଷ୍ଟ ହୋଇପାରେ ଗତିପଥ ଓ ତୀବ୍ରତା, ମୁକାବିଲା ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର- ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଅବପାତ ଆଉ କିଛି ଘଣ୍ଟା ପରେ ବାତ୍ୟା ‘ଜୱାଦ’ରେ ପରିଣତ ହେବ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚି ଉତ୍ତର…