ଶାଗୁଆନ କାଠ ପଟା ଜବତ, ୩ ଗିରଫ

ଜଗନ୍ନାଥପ୍ରସାଦ: ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କମସର ନିକଟ ସଖପାଲି ପୋଲ ପାଖରୁ ଗୋଟିଏ ଭ୍ୟାନ୍‌ରୁ ୩୪ ଖଣ୍ଡ ଶାଗୁଆନ କାଠପଟା ଜବତ ହୋଇଛି। ଜଗନ୍ନାଥପ୍ରସାଦ ବନ ବିଭାଗ ଷ୍ଟାଫ୍ କାଠପଟା ଚାଲାଣ ସମ୍ପର୍କରେ ସୂଚନା ପାଇ ଯାଞ୍ଚ କରୁଥିବା ବେଳେ ଡାଲା ଟାଟା ଏସ୍ ଭ୍ୟାନ୍ (ଓଆର୍‌୦୨ଏସି ୪୧୭)…