କଙ୍ଗନାଙ୍କ କାରକୁ ଘେରିଲେ ଚାଷୀ, କୃଷକ ଆନ୍ଦୋଳନ ବିରୋଧରେ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କଲେ

ଚଣ୍ଡିଗଡ଼: ପଞ୍ଜାବର କୀରତପୁରରେ ଶୁକ୍ରବାର ଆନ୍ଦୋଳନରତ କୃଷକମାନେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କାରକୁ ଅଟକାଇଛନ୍ତି। ଚାଷୀଙ୍କ ଆନ୍ଦୋଳନକୁ ନେଇ କଙ୍ଗନା କ୍ରମାଗତ ଭାବେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ସେ ଚାଷୀଙ୍କୁ ଆତଙ୍କବାଦୀ ବୋଲି ଅଭିହିତ କରିଛନ୍ତି ।…