ଦୁର୍ବଳ ହେଉଛି ବାତ୍ୟା ଜୱାଦ, ପୁରୀରେ ପଂହଚିଲା ବେଳକୁ ଗଭୀର ଅବପାତରେ ପରିଣତ ହେବ

ଭୁବନେଶ୍ୱର- ଧୀରେ ଧୀରେ ଦୁର୍ବଳ ହେବ ବାତ୍ୟା ଜୱାଦ । ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗଭୀର ଅବପାତ ରୂପରେ ବାତ୍ୟା ପୁରୀର ନିକଟତର ହେବ । ଆଗାମୀ ୧୨ ଘଣ୍ଟାରେ ବାତ୍ୟା ଦୁର୍ବଳ ହେବ । ଦିଗ ପରିବର୍ତ୍ତନ କରି ଉତ୍ତର…

କର୍ଣ୍ଣାଟକର ଓମିକ୍ରନ୍ ରୋଗୀ ଫେରାର୍, ଆଉ ୧୦ ବିଦେଶ ଫେରନ୍ତା ଯାତ୍ରୀଙ୍କ ମିଳୁନି ପତ୍ତା

ବେଙ୍ଗାଲୁରୁ: କର୍ଣ୍ଣାଟକର ଓମିକ୍ରନ୍ ସଂକ୍ରମିତ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ କେଉଁଆଡେ ପଳାଇଛନ୍ତି। ଏକ ଘରୋଇ ଲ୍ୟାବରୁ କୋଭିଡ ନେଗେଟିଭ ସାର୍ଟିଫିକେଟ୍ ଗ୍ରହଣ କରିବା ପରେ ଉକ୍ତ ବ୍ୟକ୍ତି ନିଖୋଜ ଥିବା ରାଜ୍ୟ ସରକାର କହିଛନ୍ତି। ବିଦେଶ ଫେରନ୍ତା ୧୦ ଜଣ ଯାତ୍ରୀଙ୍କ ବି ପତ୍ତା…