ଦୁଇ ସପ୍ତାହରେ ୩୮ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ୍, ‘ହୁ’ କହିଲା ଏଯାବତ୍ କୌଣସି ମୃତ୍ୟୁ ହୋଇନି

ଜେନେଭା: ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ଧୀରେ ଧୀରେ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନାର ଏହି ନୂଆ ଭାରିଆଣ୍ଟ ୩୮ଟି ଦେଶକୁ ବ୍ୟାପିଥିବା ଜଣାପଡ଼ିଛି।…

କରୋନା ଅପଡେଟ୍: ଦେଶରେ ୮୬୦୩ ନୂଆ ମାମଲା, ୪୧୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୮୬୦୩ ନୂଆ କରୋନା ମାମଲା ରୁଜୁ ହୋଇଛି। ଏହି ମହାମାରୀରେ ଆଉ ୪୧୫ ଜଣଙ୍କ ମୃତ୍ୟୁ ହୋଇଛି । ଭାରତର କରୋନା ମୃତ୍ୟୁ ସଂଖ୍ୟା ୪,୭୦,୫୩୦କୁ ବୃଦ୍ଧି ପାଇଛି । ମୋଟ ମାମଲା ୩ କୋଟି ୪୬ ଲକ୍ଷ ୨୪,୩୬୦ରେ ପହଞ୍ଚିଛି । ବର୍ତ୍ତମାନ ଭାରତରେ ୯୯,୯୭୪ ସକ୍ରିୟ…