ସୁନ୍ଦରଗଡ ଜିଲ୍ଲାସ୍ତରୀୟ ହକି ଚମ୍ପିଆନସିପ ଉଦଯାପିତ, କୁତ୍ରା ବ୍ଲକ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚମ୍ପିଆନ

ସୁନ୍ଦରଗଡ: ଗତ 12 ନଭେମ୍ବରରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ହକି ଚମ୍ପିଆନସିପ ଉଦଯାପିତ ହୋଇଯାଇଛି। ଏଥିରେ କୁତ୍ରା ବ୍ଲକ ଉଭୟ ପୁରୁଷ ଓ ମହିଳା ବିଭାଗରେ ଚମ୍ପିୟାନ ହୋଇଛି। ପ୍ରଥମେ ବ୍ଳକ ସ୍ତରର ଚମ୍ପିଆନ ଦଳକୁ ନେଇ ଜୋନାଲ ହକି ଚମ୍ପିଆନସିପ ଅନୁଷ୍ଠିତ ହୋଇଥିଲା। ପରେ ଜିଲ୍ଳାସ୍ତରୀୟ…