ରାଜ୍ୟରେ ଆଉ ୧୮୯ କୋରୋନା ପଜିିଟିଭ ଚିହ୍ନଟ
ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୧୩ ଓ ସ୍ଥାନୀୟ ଅଞ୍ଚଳରୁ ୭୬ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ସଂଖ୍ୟା ୨୫ ରହିଛି ।
ଖୋର୍ଦ୍ଧା ଜିଲ୍ଲାରୁ ୮୩, ଯାଜପୁରରୁ ୧୪, ମୟୂରଭଞ୍ଜରୁ ୧୩,…