ସେନା ବିରୋଧରେ ବିଦ୍ରୋହ ଅଭିଯୋଗରେ ଅଙ୍ଗ ସାନ ସୁ କି’ଙ୍କୁ ଚାରି ବର୍ଷ ଜେଲ୍

ୟେଙ୍ଗୁନ: ସେନା ବିରୋଧରେ ବିଦ୍ରୋହକୁ ପ୍ରୋତ୍ସାହିତ କରିବା ଏବଂ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ମିଆଁମାରର ଏକ ଅଦାଲତ ନାଗରିକ ନେତ୍ରୀ ଅଙ୍ଗ ସାନ ସୁ କିଙ୍କୁ ଚାରି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନୋବେଲ ଶାନ୍ତି ବିଜେତା ୭୬ ବର୍ଷୀୟା ଅଙ୍ଗ ସାନ ସୁ କିଙ୍କ ବିରୋଧରେ ମଧ୍ୟ…

ନାଗାଲାଣ୍ଡ ପ୍ରସଙ୍ଗରେ ଉଭୟ ଗୃହରେ ପ୍ରବଳ ହଙ୍ଗାମା, ବିରୋଧୀଙ୍କ ଦାବି ପରେ ବିବୃତି ରଖିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ନାଗାଲାଣ୍ଡରେ ସୁରକ୍ଷା ବାହିନୀଙ୍କ ଅପରେସନରେ ଜଣେ ଯବାନଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆଜି ସଂସଦର ଉଭୟ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧୀଙ୍କ ହଟ୍ଟଗୋଳ ଦୃଷ୍ଟିରୁ ଗୃହ କାର୍ଯ୍ୟ ମଧ୍ୟାହ୍ନ ୧୨ଟା ଯାଏଁ ସ୍ଥଗିତ ରଖାଯାଇଥିଲା । ସଂସଦର…

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ମିଳିବାରୁ କେନ୍ଦ୍ର ବିରୋଧରେ ବିଜେଡିର ପ୍ରତିବାଦ

ଭୁବନେଶ୍ୱର – ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାକୁ କେନ୍ଦ୍ର ମନା କଲା ପରେ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ରର ଏହି ନିଷ୍ପତ୍ତି ବିରୋଧରେ ବିଧାନସଭା ଭିତରେ ଓ ବାହାରେ ପ୍ରତିବାଦ କରିଛି ଶାସକ ବିଜେଡି । ଆଜି ବିଧାନସଭା ପରିସରରେ…

ରାଜ୍ୟରେ ଆଉ ୧୦୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୧୦୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୩ ଓ ସ୍ଥାନୀୟ ଅଂଚଳରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮, ମୟୂରଭଞ୍ଜରୁ ୧୦, କେନ୍ଦୁଝରରୁ ୫,…