ରାଜ୍ୟରେ ଆଉ ୧୦୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୧୦୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୩ ଓ ସ୍ଥାନୀୟ ଅଂଚଳରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮, ମୟୂରଭଞ୍ଜରୁ ୧୦, କେନ୍ଦୁଝରରୁ ୫,…

ପଦ୍ମଭୂଷଣ ରାଧାନାଥ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ ପଦ୍ମ ଭୂଷଣ ରାଧାନାଥ ରଥଙ୍କ ଆଜି ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଧାନାଥ ରଥଙ୍କ କାଳଜୟୀ ସୃଷ୍ଟିରେ ଓଡିଆ ସାହିତ୍ୟ ରୁଦ୍ଧିମନ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି…

ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ଦେଲା ନୂଆ ଜୀବନ, ବିଶାଖାପାଟଣାରେ ମାଗଣା ଚିକିତ୍ସା ପାଇଲେ କିଡନି ରୋଗୀ

ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ସାଧୁବାଦ ଭବାନୀପାଟଣା : କିଡନି ପରି ରୋଗରେ ଯଦି କୌଣସି ଗରିବ ଲୋକ ଆକ୍ରାନ୍ତ ହୁଅନ୍ତି , ତାହେଲେ ସେହି ପରିବାର ଉପରେ କେତେ ବଡ ବିପଦ ଆସିଥାଏ ତାହା କଳ୍ପନା କରିବା ମୁସ୍କିଲ । ମୁଖ୍ୟମନ୍ତ୍ରୀ ଏଭଳି ସମସ୍ତ ପ୍ରକାରର ରୋଗର ଚିକିତ୍ସାରୁ ଯେପରି କୌଣସି ଲୋକ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ସମ୍ବଲପୁର – ଜୁଯୁମରା ବ୍ଲକ ଝାଙ୍କରପାଲି ପଂଚାୟତ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଂଟିଆଙ୍କ ୩ଟି ଠିକଣାରେ ଏକକାଳୀନ ଚଢାଉ ହୋଇଛି । ଝାଙ୍କରପାଲିରେ ଥିବା କାର୍ଯ୍ୟାଳୟ, କୁଚିଣ୍ଡା…