CM Condoles Passing Away of Padma Shri Nanda Prusty

Bhubaneswar: Chief Minister Naveen Patnaik has condoled the passing away of Padma Shri Nanda Kishore Prusty. ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ଏବଂ ତାଙ୍କ…

ରାଜ୍ୟର ବିଭିନ୍ନ କୋର୍ଟରେ ପଡିରହିଛି ପାଖାପାଖି ୨୦ ଲକ୍ଷ ମାମଲା

ଭୁବନେଶ୍ୱର- ରାଜ୍ୟର ବିଭିନ୍ନ କୋର୍ଟରେ ପଡିରହିଥିବା ବିଚାରାଧୀନ ମାମଲା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ, ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଜିଲ୍ଲାକୋର୍ଟରେ ୧୭…

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ : ଆଇନ ମନ୍ତ୍ରୀ

ଭୁବନେଶ୍ୱର – ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିଧାନସଭାରେ ଉତ୍ତର ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଆଦେଶ ବଳରେ ହିଁ ଶ୍ରୀମନ୍ଦିରର…

ଲୋକସଭାରେ ନିହତ ଚାଷୀଙ୍କ ତାଲିକା ଦେଖାଇ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ, କ୍ଷତିପୂରଣ ଦାବି କଲେ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଲୋକସଭାରେ କୃଷକ ଆନ୍ଦୋଳନରେ ନିହତ ହୋଇଥିବା ଚାଷୀଙ୍କ ତାଲିକା ଉପସ୍ଥାପନ କରି କ୍ଷତିପୂରଣ ଦାବି କରିଛନ୍ତି। ରାହୁଲ କହିଛନ୍ତି ଯେ କୃଷକ ଆନ୍ଦୋଳନରେ ନିହତ ହୋଇଥିବା କୃଷକଙ୍କ ତଥ୍ୟ ତାଙ୍କ ପାଖରେ ନାହିଁ ବୋଲି କୃଷି ମନ୍ତ୍ରୀ ଗୃହରେ…