ନାଗାଲାଣ୍ଡ ମାମଲାରେ ନିଜଆଡୁ ହସ୍ତକ୍ଷେପ କଲେ ମାନବାଧିକାର କମିଶନ, କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ୍

ନୂଆଦିଲ୍ଲୀ: ନାଗାଲାଣ୍ଡର ସୋମ ଜିଲ୍ଲାରେ ଆତଙ୍କବାଦୀ ବିରୋଧରେ ସୁରକ୍ଷା ବାହିନୀ ଦ୍ୱାରା ଅପରେସନ ସମୟରେ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣା ନେଇ ସମଗ୍ର ଉତ୍ତର ପୂର୍ବ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାରେ ଏବେ ଜାତୀୟ ମାନବାଧିକାର କମିଶନ ନିଜଆଡୁ ହସ୍ତକ୍ଷେପ କରିଛନ୍ତି।…

ମହାରାଷ୍ଟ୍ରରେ ଆଉ ଦୁଇ ଓମିକ୍ରନ ରୋଗୀ ଚିହ୍ନଟ, ଦେଶରେ ମୋଟ ମାମଲା ୨୩କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଦୁଇ ଜଣ ଲୋକ କରୋନାର ଓମିକ୍ରନର ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ମହାରାଷ୍ଟ୍ରରେ ଓମିକ୍ରନ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦଶକୁ ବୃଦ୍ଧି ପାଇଥିବାବେଳେ ଦେଶରେ ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏଥିସହିତ, ଦିଲ୍ଲୀର ଏଲଏନଜେପି ହସ୍ପିଟାଲର…