ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ, ମଗାଲା, ରିକେଲଟନ ନୂଆ ମୁହଁ

ଜୋହାନ୍ସବର୍ଗ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ୨୧ ଜଣିଆ ଦଳ ଘୋଷଣା କରିଛି। ଡିନ୍ ଏଲଗାରଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଟେମ୍ବା ବାଭୁମା ଉପଅଧିନାୟକ ହେବେ। ଏହି ଟେଷ୍ଟ ସିରିଜ୍ ପୂର୍ବରୁ ଡିସେମ୍ବର ୧୭ ରୁ ଆରମ୍ଭ ହେବାର ଥିଲା, କିନ୍ତୁ ଓମିକ୍ରନ୍ ଭାରିଆଣ୍ଟ…

ଓମିକ୍ରନରୁ ସୁସ୍ଥ ହୋଇଥିବା ବେଙ୍ଗାଲୁରୁ ଡାକ୍ତର ପୁଣି କରୋନା ପଜିଟିଭ୍

ବେଙ୍ଗାଲୁରୁ: ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେବାର ଦୁଇ ସପ୍ତାହ ପରେ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କ କରୋନା ରିପୋର୍ଟ ପୁଣି ପଜିଟିଭ୍ ଆସିଛି। ଭାରତରେ ଚିହ୍ନଟ ପ୍ରଥମ ଦୁଇ ଓମିକ୍ରନ୍ ରୋଗୀଙ୍କ ମଧ୍ୟରୁ ଏହି ଡାକ୍ତର ଜଣକ ଥିଲେ ଅନ୍ୟତମ | ରିପୋର୍ଟ ଅନୁଯାୟୀ, ଓମିକ୍ରନ୍ ଭାରିଆଣ୍ଟକୁ…

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବି ନେଇ ସଂକଳ୍ପ ବିଧାନସଭାରେ ଗୃହୀତ

ଭୁବନେଶ୍ୱର – ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ମିଳି ନ ଥିବାରୁ ଏହାର ଜୋରଦାର ବିରୋଧ କରିଛି ବିଜେଡି । ଏ ପ୍ରସଙ୍ଗରେ ଗତକାଲି ବିଜେଡି ବିଧାୟକମାନେ ବିଧାନସଭା ଭିତରେ ଓ ବାହାରେ କେନ୍ଦ୍ର ନିଷ୍ପତ୍ତିର ପ୍ରତିବାଦ କରିଥିଲେ । ପାଇକ…