ସଂସଦରେ ରାଜନାଥ ସିଂହଙ୍କ ସୂଚନା, ତିନି ସେନା ଦ୍ବାରା ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଏୟାର ମାର୍ଶଲ ମାନବେନ୍ଦ୍ର ସିଂଙ୍କ ନେତୃତ୍ୱରେ ତିନି ସେନାର ଏକ ମିଳିତ ଟିମ୍ ତାମିଲନାଡୁର କୁନୁରରେ ବୁଧବାର ଘଟିଥିବା ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ସଂସଦର ଉଭୟ ଗୃହରେ ଏହି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ…