ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର, ରାଜ୍ୟ ସରକାର ବହନ କରିବେ ବରଗଡ଼ – ନୂଆପଡ଼ା ରେଳ ଲାଇନ୍ ଜମି ଖର୍ଚ୍ଚ

ବରଗଡ଼ : ବରଗଡରୁ ନୂଆପଡାକୁ ପ୍ରସ୍ତାବିତ ରେଳ ଲାଇନ ପ୍ରକଳ୍ପ ସଂକ୍ରାନ୍ତୀୟ ଆଲୋଚନା ଆଜି ବିଧାନସଭାରେ ହୋଇଛି । ଏହି ଅବସରରେ ଉକ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ଜମିର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ୧୪୨ କିମି ଦୈର୍ଘ୍ୟ ଏହି ରେଳ…

କରୋନା ଅପଡେଟ୍: ଦେଶରେ ୮,୫୦୩ ନୂଆ ମାମଲା, ୬୨୪ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୮,୫୦୩ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ୬୨୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଓମିକ୍ରନ୍ ଭାରିଆଣ୍ଟସ୍ ର ୨୩ ଟି ମାମଲା ରୁଜୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ…

ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪୯ ମୃତ, ୫୮ ଆହତ

ମେକ୍ସିକୋ ସିଟି: ଗୁରୁବାର ରାତିରେ ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି। ଚିଆପାସ୍ ରାଜ୍ୟରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୪୯ ଜଣ ପ୍ରାଣ ହରାଇଥିବା ବେଳେ ୫୮ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ପକ୍ଷରୁ…