ରାହୁଲଙ୍କୁ ପ୍ରଶାନ୍ତଙ୍କ ଟାର୍ଗେଟ – କଂଗ୍ରେସର ନେତୃତ୍ବ କୌଣସି ବ୍ୟକ୍ତିଙ୍କ ଦୈବୀଦତ୍ତ ଅଧିକାର ନୁହେଁ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀଦଳର ନେତୃତ୍ବ ନେଇ କିଶୋର କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଛନ୍ତି। କିଶୋର କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଯେଉଁ ଦଳ ​​୯୦%…