କରୋନା ଅପଡେଟ୍: ୫୪୩ ଦିନ ପରେ ଆସିଲା ସବୁଠୁ କମ୍ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୭୫୭୯ ନୂଆ ମାମଲା ରିପୋର୍ଟ ହୋଇଛି। ଏହି ମହାମାରୀରେ ୨୩୬ ଜଣଙ୍କର ମୃତ୍ୟୁ ହୋଇଛି। ବଡ଼ କଥା ହେଉଛି ୫୪୩ ଦିନ ପରେ ଦେଶରେ ଏତେ କମ୍ ମାମଲା ପଞ୍ଜିକୃତ ହୋଇଛି | ବର୍ତ୍ତମାନ ଦେଶରେ…

ବରଗଡ ଡିଏସଡବ୍ଲୁଓ ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ – ଭିଜିଲାନ୍ସ ରାଡାରରେ ଆଉ ଜଣେ ସରକାରୀ ଅଧିକାରୀ । ବରଗଡ ଡିଏସଡବ୍ଲୁଓ ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଚଢାଉ ହୋଇଛି । ଏ ପର୍ଯ୍ୟନ୍ତ ନଗଦ ୩ ଲକ୍ଷ ୫୪ ହଜାର ଟଙ୍କା ସହ ବହୁ କାଗଜପତ୍ର ଓ ଅଳଙ୍କାର ଜବତ ହୋଇଛି ।…

ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ଜୟନ୍ତୀ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦେଶର ଅଖଣ୍ଡତା ଓ ଲୋକଙ୍କ କଲ୍ୟାଣ ସହ ଓଡିଆ ଭାଷା, ସାହିତ୍ୟକୁ ଆହୁରି ବ୍ୟାପତ କରିବା କ୍ଷେତ୍ରରେ ନବକୃଷ୍ଣ…

ରାଜ୍ୟରେ ୨୧୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୨୧୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୩ ଓ ସ୍ଥାନୀୟ ଅଞ୍ଚଳରୁ ୮୯ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୭୦ ଜଣ ଅଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୦ ଓ ସୁନ୍ଦରଗଡରୁ ୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ବୁର୍ଲା ମେଡିକାଲ କଲେଜର ୨୨ ଛାତ୍ରଛାତ୍ରୀ କୋରୋନା ପଜିଟିଭ

ବୁର୍ଲା- ବୁର୍ଲା ମେଡିକାଲ କଲେଜରେ କୋରୋନା । କଲେଜର ୨୨ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସବୁ ପଜିଟିଭଙ୍କୁ କୋଭିଡ ହସପିଟାଲ-୨ରେ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ମେଡିକାଲରେ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ । ଏହିଠାରୁ ସଂକ୍ରମଣ ବ୍ୟାପିଥିବା…