କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ବିଜେପିର ଅହଂକାରର ପରାଜୟ: ଶିବସେନା

ମୁମ୍ବାଇ: ତିନୋଟି କୃଷି ଆଇନ ପ୍ରତ୍ୟାହାର ନେଇ ଶିବସେନା ଶନିବାର ବିଜେପିକୁ ଟାର୍ଗେଟ କରିଛି। ତିନୋଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରିବା ପାଇଁ ଶିବସେନା କେନ୍ଦ୍ରର ଘୋଷଣାକୁ “କ୍ଷମତାର ଅହଂକାରର ପରାଜୟ” ବୋଲି କହିଛି। ଆଗାମୀ ବର୍ଷ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ହେବାକୁ ଥିବା ବିଧାନସଭା…