ଧୋନିଙ୍କୁ ଭେଟିବା ପାଇଁ ୧୪୩୬ କିଲୋମିଟର ଚାଲି ଚାଲି ରାଞ୍ଚିରେ ପହଞ୍ଚିଲେ ଯୁବକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥାଇ ପାରନ୍ତି, କିନ୍ତୁ ତାଙ୍କ ପ୍ରତି ପ୍ରଶଂସକଙ୍କ ଶ୍ରଦ୍ଧା ଓ ସମ୍ମାନ ଏବେ ବି ଅତୁଟ ରହିଛି। ଏହାର ‌‌ଏକ ସଦ୍ୟତମ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି । ଧୋନିଙ୍କ ଜଣେ ପ୍ରଶଂସକ ତାଙ୍କୁ…

ଦେବଗଡ ଜିଲ୍ଲା ରିଆମାଳରୁ ଦେଢ କୋଟି ଟଙ୍କାର ସାପ ବିଷ ଜବତ, ୨ ଗିରଫ

ଦେବଗଡ –ସାପ ବିଷ ସ୍ମଗଲିଂ ରାକେଟର ପର୍ଦ୍ଦାଫାଶ କରିଛି ଦେବଗଡ ଜିଲ୍ଲା ରିଆମାଳ ଥାନା ପୋଲିସ । ସାପ ବିଷ ବିକ୍ରି କରିବାକୁ ଉଦ୍ୟମ କରୁଥିବା ୨ ଜଣଙ୍କୁ ଗିରଫ କରିଛି । ଗ୍ରାହକ ସାଜି ଖୁବ୍ ଚତୁରତାର ସହ ଦୁଇ ସାପ ବିଷ ବିକ୍ରେତାଙ୍କୁ ଗିଫ କରିଛି ପୋଲିସ । ଦେବଗଡ ଜିଲ୍ଲା ରିଆମାଳ ଥାନା…

ଅନୁଗୁଳ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୧୭୬ କୋଟିର ପ୍ରକଳ୍ପ ଭେଟି

ଅନୁଗୁଳ - ଅନୁଗୁଳ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଏସକେୱାଇ ଯୋଜନାରେ ଅନୁଗୁଳ ଜିଲ୍ଲାର ମୋଟ ୯ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଜିଲ୍ଲାରେ ହେଲ୍‌ଥ କରିଡର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟ୍ୟମନ୍ତ୍ରୀ ।…