ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟି-୨୦ ଉପରେ ସଙ୍କଟର ବାଦଲ, ସ୍ଥଗିତ ରଖିବାକୁ ହାଇକୋର୍ଟରେ ପିଟିସନ୍

ରାଞ୍ଚି: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ତେବେ ଶୁକ୍ରବାର ରାଞ୍ଚିରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଉପରେ ସଙ୍କଟର ବାଦଲ ଘୂରି ବୁଲୁଛି। ରାଞ୍ଚିରେ ଦ୍ୱିତୀୟ ମ୍ୟାଚ୍ ସ୍ଥଗିତ ରଖିବାକୁ ଅଥବା ଷ୍ଟାଡିୟମର ଅଧା…

କଙ୍ଗନା, ସଲମାନ ଖୁର୍ସିଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାନବାଦ କୋର୍ଟରେ ମାମଲା

ରାଞ୍ଚି: ଦେଶର ସ୍ୱାଧୀନତା ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ନିଜ ନୂଆ ପୁସ୍ତକରେ ହିନ୍ଦୁତ୍ୱକୁ ଆଇଏସ୍ ସହ ତୁଳନା ପାଇଁ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ବିରୋଧରେ ଝାଡ଼ଖଣ୍ଡର ଧାନବାଦ୍ ଜିଲ୍ଲା କୋର୍ଟରେ ଦୁଇଟି ପୃଥକ୍ ମାମଲା ରୁଜୁ ହୋଇଛି।…

ହାସ୍ୟ ଅଭିନେତା ବୀର ଦାସଙ୍କ ଅଡ଼ୁଆ ବଢ଼ିଲା, ବିବାଦୀୟ ଭିଡିଓ ପରେ ଭୋପାଳ ଶୋ’ ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଏକ ଭିଡିଓକୁ ନେଇ ହାସ୍ୟ ଅଭିନେତା ବୀର ଦାସ ଅଡ଼ୁଆରେ ଫସିଛନ୍ତି । ଆମେରିକାରେ ଆୟୋଜିତ ଏକ ଶୋ'ରେ ସେ ଦେଶ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ତେବେ ହାସ୍ୟ ଅଭିନେତା ବୀର ଦାସ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ…