ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲରେ ଝାରସୁଗୁଡାରେ ବିଏସ୍‌ୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ, ଲୋକାର୍ପିତ…

୧୪୪ କୋଟିର ଉଦ୍‌ଘାଟନ ଓ ୧୬୮ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଝାରସୁଗୁଡ଼ା : ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିବା ବହୁ ପ୍ରତୀକ୍ଷିତ ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ଯୋଜନାରେ ଆଜି ଠାରୁ ଝାରସୁଗୁଡା ଜିଲ୍ଲା ସାମିଲ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ…

ଦିଲ୍ଲୀ ପ୍ରଦୂଷଣ ମାମଲା: ଲକଡାଉନ୍ ପ୍ରସ୍ତାବ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଦିଲ୍ଲୀ: ଦିଲ୍ଲୀ ଏବଂ ଏନସିଆରରେ ପ୍ରଦୂଷଣ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଆଜି ହେବାକୁ ଥିବା ଶୁଣାଣିରେ ସୁପ୍ରିମକୋର୍ଟ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇପାରନ୍ତି। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଦୁଇ ଦିନ ତଳେ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ, ସର୍ବସାଧାରଣଙ୍କ ପାଇଁ ଦର୍ଶନ ମନା

ପୁରୀ - ଧର୍ମମାସ କାର୍ତ୍ତିକର ପଂଚକ ଆଜିଠାରୁ ଆରମ୍ଭ ହୋଇଛି । ଆଜି ମଧ୍ୟ ହରି ଉତଥାପନ ଏକାଦଶୀ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ହେଉଛି । ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଓ ଠିଆକିଆ ବେଶ ହେବ । ୨୩ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ଶ୍ରୀଜିଉ ।…

ଆଜିଠାରୁ ଷଷ୍ଠ,ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା, ଦୀର୍ଘ ୨୦ ମାସ ପରେ ସ୍କୁଲରେ ପାଦଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର- ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେଉଛି । ସକାଳ ସାଢେ ୯ରୁ ଦିନ ଗୋଟାଏ ଯାଏଁ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ଦୀର୍ଘ ୨୦ ମାସ ପରେ ସ୍କୁଲକୁ ଫେରିବେ ଛାତ୍ରଛାତ୍ରୀ । କୋଭିଡ କଟକଣା ମଧ୍ୟରେ ପାଠ ପଢା ହେବ । କଟକଣା କିଭଳି…

ହରିହରି ଉତ୍ଥାପନ ଏକାଦଶୀ। ଦ୍ୱାଦଶ ଯାତ୍ରାର ଅନ୍ୟତମ ପର୍ବ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍ଥାପନ ଏକାଦଶୀ ଅନ୍ୟତମ । ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ଦିନ ଦେବୋତ୍ଥାନ ଏକାଦଶୀ ବା ପ୍ରବୋଧନ ଯାତ୍ରା ପାଳିତ ହୋଇଥାଏ । ଦୀର୍ଘ ଚାରି ମାସ ପରେ ଆଜିଠାରୁ ଶୁଭ ସମୟ ଆରମ୍ଭ ହୋଇଥାଏ । ଆଷାଢ ଶୁକ୍ଳପକ୍ଷ ଏକାଦଶୀ…