ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ଗମ୍ଭୀର, ଘରୁ ନ‌ ବାହାରିବାକୁ ଲୋକଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ପ୍ରଦୂଷଣ ଯୋଗୁଁ ଦିଲ୍ଲୀ-ଏନସିଆରରେ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ପ୍ରଦୂଷଣ ସ୍ତର ଉପରେ ନଜର ରଖୁଥିବା ଏକ ସଂଗଠନ 'ସଫର' ଆସନ୍ତା ତିନି ଦିନ ପାଇଁ ପରିସ୍ଥିତି ଗୁରୁତର ହେବ ବୋଲି ଚେତାବନୀ ଦେଇଛି। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ…

କରୋନା ଅପଡେଟ୍: ଦେଶରେ ୧୧,୮୫୦ ନୂଆ ମାମଲା, ୫୫୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧,୮୫୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ରୋଗରେ ଆଉ ୫୫୫ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୩୬ ହଜାର ୩୦୮ ରହିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,…

ରାଜ୍ୟରେ ୨୪୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୨୪୭ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୪୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୩୭ ଜଣ ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୫…

ଟ୍ରେନ୍ ଗୁଡ଼ିକରୁ ସ୍ପେଶାଲ୍ ମାନ୍ୟତା ହଟିଲା, ନିୟମିତ ନମ୍ବର ଓ ନାଁରେ ଚାଲିବ ଏକ୍ସପ୍ରେସ୍-ମେଲ୍ ଟ୍ରେନ୍

ନୂଆଦିଲ୍ଲୀ: ୨୦ ମାସ ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ସ୍ପେଶାଲ୍ ଟ୍ରେନ୍ ଗୁଡିକ ବନ୍ଦ କରାଯାଇଛି । ଏହି ଟ୍ରେନ ଗୁଡ଼ିକ ଏଣିକି ନିୟମିତ ନମ୍ବର ଓ ନାମରେ ଚାଲିବ | ଉଚ୍ଚ ଭଡ଼ା ନେଇ ଯାତ୍ରୀ ମାନଙ୍କ ଅସନ୍ତୋଷ ପରେ ଚାପରେ ଆସି ରେଳବାଇ…