ଆଉ ୩-୪ ଦିନ ଶୀତରେ ଥରିବ ଓଡିଶା

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ପ୍ରବଳ ଥଣ୍ଡା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଜିଠାରୁ ୩୦ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପାରଦ ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଆଜିଠାରୁ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ବଢିବା ସହ ପାହାଡିଆ…

କରୋନା ଅପଡେଟ୍: ଦୈନିକ ସଂକ୍ରମଣ ୧୨ ପ୍ରତିଶତ ହ୍ରାସ, ଦିନକରେ ୨.୫୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୬୨୭ ମୃତ

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଦେଶରେ ଘାତକ କରୋନା ମାମଲା ଆଜି ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨ ଲକ୍ଷ ୫୧ ହଜାର ୨୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୨୭ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଦୈନିକ ସଂକ୍ରମଣ ହାର ବର୍ତ୍ତମାନ ୧୫.୮୮ ପ୍ରତିଶତକୁ ଖସି ଆସିଛି।…

ଆଜି ଛତିଶାନିଯୋଗ ବୈଠକ, ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ଲାଗି ଖୋଲିବା ନିଷ୍ପତ୍ତି ସମ୍ଭାବନା

ପୁରୀ- ଶ୍ରୀମନ୍ଦିର ପୁଣି ସର୍ବସାଧାରଣଙ୍କ ଲାଗି ଏବେ ଖୋଲିବ କି ନାହିଁ ସେ ବିଷୟରେ ଆଲୋଚନା କରିବାକୁ ଆଜି ବସିବ ଛତିଶାନିଯୋଗ ବୈଠକ । ଅପରାହ୍ନ ସାଢେ ୪ଟାରେ ବସିବ ବୈଠକ । ଭିଡିଓ କନଫରେନସିଂ ଜରିଆରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଉପମୁଖ୍ୟ…

ଟାଟା ଗ୍ରୁପ୍ ପାଖକୁ ଫେରିବା ପରେ ଉଡ଼ାଣ ପାଇଁ ପ୍ରସ୍ତୁତ ଏୟାର ଇଣ୍ଡିଆ, ଯାତ୍ରୀମାନଙ୍କୁ ଏହିପରି ଭାବେ କରାଯିବ…

ନୂଆଦିଲ୍ଲୀ: ପ୍ରାୟ ୬୯ ବର୍ଷ ପରେ ଟାଟା ଗ୍ରୁପ୍ ପୁଣି ଥରେ ଏୟାର ଇଣ୍ଡିଆର ମାଲିକାନା ହାସଲ କରିଛି | ଗୁରୁବାର ଏୟାର ଇଣ୍ଡିଆ ଆନୁଷ୍ଠାନିକ ଭାବେ ଟାଟା ଗ୍ରୁପକୁ ହସ୍ତାନ୍ତର କରାଯାଇଥିଲା। ଏବେ ଏୟାର ଇଣ୍ଡିଆର ନୂଆ ଆରମ୍ଭ ହେବ। ଆଜିଠାରୁ ଏୟାର ଇଣ୍ଡିଆ ବିମାନ ଟାଟା ଗ୍ରୁପ୍ ଅଧୀନରେ ଉଡ଼ିବ।…