ବିରାଟ କୋହଲିଙ୍କ ଝିଅକୁ ବଳାତ୍କାର ଧମକ ଦେଇଥିବା ବ୍ୟକ୍ତି ଗିରଫ

ହାଇଦ୍ରାବାଦ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ୯ ମାସର ଝିଅକୁ ବଳାତ୍କାର ଧମକ ଦେଇଥିବା ବ୍ୟକ୍ତିଙ୍କୁ ବୁଧବାର ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ହେଉଛି ରାମନାଗେଶ ଅଲିବାଥିନୀ । ତାଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ୨୩ ବର୍ଷୀୟ ରାମନାଗେଶଙ୍କୁ ମୁମ୍ବାଇର…

କୃଷକ ଆନ୍ଦୋଳନ ସ୍ଥଳରେ ଆଉ ଜଣେ ଚାଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହରିୟାଣାର ସିଂଘୁ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଆଉ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଏକ ନିମ୍ବ ଗଛରେ ଜଣେ ଚାଷୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ସେ ପଞ୍ଜାବର ଫତେହଗଡ ସାହିବ ଜିଲ୍ଲାର ବାସିନ୍ଦା ଥିଲେ ଏବଂ ଦୀର୍ଘ ଦିନ ଧରି କୃଷକ ଆନ୍ଦୋଳନ ସହ ଜଡିତ…

ବ୍ରହ୍ମପୁର ରିଙ୍ଗ୍ ରୋଡ୍ କାର୍ଯ୍ୟ ଆରମ୍ଭ: ସୁଫଳ ପାଇବେ ଗୋପାଳପୁର ସହ ୪ ନିର୍ବାଚନମଣ୍ଡଳୀ ବାସିନ୍ଦା

ବ୍ରହ୍ମପୁର: ଦୀର୍ଘ ଦିନର ଦାବି ପୂରଣ ହେବ। ଅନେକ ଦିନର ସମସ୍ୟା ସମାଧାନ ହେବ। ସୁଧୁରିବ ଟ୍ରାଫିକ୍ ସମସ୍ୟା। ରାସ୍ତାରେ ଜନଗହଳି ସାଙ୍ଗକୁ ଯାନବାହନର ଭିଡ଼ କମିବ। ସିଧାସଳଖ ସୁଫଳ ପାଇବେ ଗୋପାଳପୁର ସମେତ ବ୍ରହ୍ମପୁର, ଛତ୍ରପୁର ଓ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବାସିନ୍ଦା। ବିଶେଷ କରି…

ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: କୋହଲି ଖସିଲେ, ରାହୁଲ ଉଠିଲେ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ମାନଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ଅନ୍ୟପକ୍ଷେ ବିରାଟ କୋହଲି ତଳକୁ ଖସିଛନ୍ତି । ବିରାଟ ପଞ୍ଚମରୁ ଅଷ୍ଟମ ସ୍ଥାନକୁ ଖସି ଆସିଛନ୍ତି। ତେବେ ଲୋକେଶ ରାହୁଲ ପଞ୍ଚମ ସ୍ଥାନକୁ ଉଠିଛନ୍ତି। ରୋହିତ ଶର୍ମା…

ରାଜସ୍ଥାନ: ବସ୍-ଟ୍ୟାଙ୍କର୍ ଧକ୍କା, ୧୧ ଜୀବନ୍ତ ଦଗ୍ଧ

ଯୋଧପୁର: ବୁଧବାର ରାଜସ୍ଥାନର ବାରମର୍-ଯୋଧପୁର ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାରମର୍ ଠାରେ ଏକ ଘରୋଇ ବସ୍ ଏବଂ ଟ୍ୟାଙ୍କର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଧକ୍କା ପରେ ଟ୍ୟାଙ୍କର୍ ଓ ବସରେ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ୧୧ ଜଣ ଲୋକ…