ଜାତୀୟ ପତାକାକୁ ଓଲଟା ଉତ୍ତୋଳନ କରି ବିବାଦରେ କେରଳ ମନ୍ତ୍ରୀ
କସାରାଗୋଡ: ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକାକୁ ଓଲଟା ଉତ୍ତୋଳନ କରି କେରଳର ମନ୍ତ୍ରୀ ଅହମ୍ମଦ ଡେଭେରକୋଭିଲ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଅହମ୍ମଦ ଡେଭେରକୋଭିଲ ପ୍ରଥମେ ଓଲଟା ପତାକାକୁ ଉତ୍ତୋଳନ କରିଥିଲେ ଓ ତା’ପରେ ସାଲ୍ୟୁଟ୍ ବି କରିଥିଲେ | ଏହି ମାମଲା ସାମ୍ନାକୁ ଆସିବା ମାତ୍ରେ…