କରୋନା ଅପଡେଟ୍: ଭାରତରେ ଆଉ ୧୧,୪୬୬ ନୂଆ ମାମଲା, ୪୬୦ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୧୧,୪୬୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। କରୋନାରୁ ଆଉ ୧୧,୯୬୧ ଲୋକ ସୁସ୍ଥ ହୋଇଥିବା ବେଳେ ମୋଟ ଲୋକଙ୍କ ସଂଖ୍ୟା ୩,୩୭,୮୭,୦୪୭କୁ ବୃଦ୍ଧି ପାଇଛି | ଏଥି ସହିତ ସକ୍ରିୟ ମାମଲା ବିଷୟରେ କଥାବାର୍ତ୍ତା, ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧…

ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ୩ ଶହ ଉପରେ, ୩୮୭ ନୂଆ ଆକ୍ରାନ୍ତ, ୩ ହଜାର ତଳକୁ ଖସିଲା ସକ୍ରିୟ ମାମଲା

ଭୁବନେଶ୍ୱର – ରାଜ୍ୟରେ ପୁଣି ବଢିିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୮୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୬୪ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୫ ଜଣ ଅଛନ୍ତି । ଖୋର୍ଦ୍ଧା…

ଅଫିସ ଅଫ୍ ପ୍ରଫିଟ ଅଭିଯୋଗରୁ ମୁକ୍ତ ହେଲେ ବିଜେଡିର ୨୦ ବିଧାୟକ

ନୂଆଦିଲ୍ଲୀ - ଅଫିସ ଅଫ୍ ପ୍ରଫିଟ ଅଭିଯୋଗରୁ ମୁକ୍ତ ହୋଇଛନ୍ତି ବିଜେଡିର ୨୦ ବିଧାୟକ । ଏ ନେଇ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କମିଶନଙ୍କ ୱେବସାଇଟରେ ଏହି ସୂଚନା ଦିଆଯାଇଛି । ବିଧାୟକମାନେ ଲାଭଜନକ ପଦବୀରେ ରହିଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ନିର୍ବାଚନ କମିଶନ…

ଆଜି ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ, ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

ଆବୁଧାବି: ଟି୨୦ ବିଶ୍ୱକପରେ ବୁଧବାର ପ୍ରଥମ ସେମିଫାଇନାଲରେ ଟାଇଟଲ ଦାବିଦାର ଇଂଲଣ୍ଡର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବ । ବିଶ୍ୱକପ୍ ଆରମ୍ଭରୁ ଟାଇଟଲ୍ ଫେଭରିଟ୍ ବିବେଚିତ ହେଉଥିବା ଇଂଲଣ୍ଡ ସୁପର-୧୨ ପର୍ଯ୍ୟାୟରେ ପ୍ରଥମ ଚାରୋଟି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ସହ ଏହି ମାନ୍ୟତାକୁ ଯଥାର୍ଥ…

ଓଡିଶା ପୋଲିସ ଗୃହନିର୍ମାଣ ବିଭାଗ ଡେପୁଟି ମ୍ୟାନେଜରଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌, ଆଜି ଗିରଫ ହୋଇପାରନ୍ତି ପ୍ରତାପ…

ଭୁବନେଶ୍ୱର – ଓଡିଶା ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଦିଆଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଘରେ ଭିିଜିଲାନ୍ସ ଚଢାଉ ହୋଇଥିଲା । ୧୧ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୨ ଘଣ୍ଟାର ଚଢାଉ…

ଭାରତର ଟିକାକରଣ ସାର୍ଟିଫିକେଟକୁ ୯୬ ଦେଶର ସ୍ବୀକୃତି

ନୂଆଦିଲ୍ଲୀ:୯୬ ଟି ଦେଶ ଭାରତର କୋଭିଡ-୧୯ ଟିକାକରଣ ସାର୍ଟିଫିକେଟକ ସ୍ୱୀକୃତି ଦେବାକୁ ରାଜି ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏହି ସୂଚନା ଦେଇଛନ୍ତି । ଏକ ବିବୃତ୍ତିରେ ସେ କହିଛନ୍ତି ଯେ ବିଶ୍ୱର ସର୍ବବୃହତ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କୁ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ମଲାଲା

ଲଣ୍ଡନ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ନିଜ ସାଥୀ ଅସରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସୋସିଆଲ ମିଡିଆରେ ମଲାଲା ଓ ଅସର ନିଜ ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି। ମଲାଲା ଏବଂ ଅସରଙ୍କ ବିବାହ ସମାରୋହ ବ୍ରିଟେନର ବର୍ମିଂହାମସ୍ଥିତ ବାସଭବନରେ ଅନୁଷ୍ଠିତ…