ଲକ୍ଷ୍ମୀପୁର ହିଂସା ମାମଲା: ଆଶିଷ ମିଶ୍ରଙ୍କ ରାଇଫଲ୍ ରୁ ହିଁ ଫୁଟିଥିଲା ଗୁଳି, ଫରେନସିକ୍ ରିପୋର୍ଟରୁ ହେଲା ସ୍ପଷ୍ଟ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ହିଂସା ସମୟରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ରାଇଫଲ୍ ରୁ ହିଁ ଗୁଳି ଫୁଟିଥିଲା ବୋଲି ଜଣାପଡ଼ିଛି। ତିନୋଟି ରାଇଫଲରୁ ଗୁଳି ଚଳାଇବାର ପ୍ରମାଣ ମିଳିଛି। ମୁଖ୍ୟ ଅଭିଯୁକ୍ତ ତଥା…

କୁବେର ଅଧିକାରୀଙ୍କ ଆୟ ବହିର୍ଭୂତ ଅଚଳାଅଚଳ ସଂପତ୍ତି, କେଉଁଠି ଆପାର୍ଟମେଂଟ ତ ଆଉ କେଉଁଠି ବଡ କୋଠା, ନଗଦ ୩୦ ଲକ୍ଷରୁ…

ଭୁବନେଶ୍ୱର – ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ତାଙ୍କର ଅଚଳାଅଚଳ ଆୟ ବହିର୍ଭୂତ ସଂପତ୍ତିର ଠାବ ହୋଇଛି । ପ୍ରତାପଙ୍କ ଭୁବନେଶ୍ୱରର ନୟାପଲ୍ଲୀ ଘରର ଛାତ ଉପରୁ ଓ ପେଟି ଭିତରୁ ନଗଦ ୩୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।…

ରାଜ୍ୟରେ ରାତି ତାପମାତ୍ରା ହ୍ରାସ, ୧୦ରୁ ୧୨ ତାରିଖ ଯାଏଁ କିଛି ଅଞ୍ଚଳରେ ହାଲକାରୁ ମଧ୍ୟମ ବର୍ଷା

ଭୁବନେଶ୍ୱର – ୧୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରବେଶ କରିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହାର ପ୍ରଭାବରେ ରାତିର…

ମୁକେଶ ଅମ୍ବାନୀଙ୍କ ଘରର ସୁରକ୍ଷା ବଢ଼ିଲା, ଦୁଇ ସନ୍ଦିଗ୍ଧ ବ୍ୟକ୍ତି ପଚାରୁଥିଲେ ‘ଆଣ୍ଟିଲିଆ’ର ଠିକଣା

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର 'ଆଣ୍ଟିଲିଆ'ର ଠିକଣା ପଚାରୁଥିବା ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଖୋଜୁଛି। ଏହି ମାମଲାରେ ମୁମ୍ବାଇ ପୋଲିସ ନଭି ମୁମ୍ବାଇର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ମୁକେଶ ଅମ୍ବାନୀଙ୍କ ଘର 'ଆଣ୍ଟିଲିଆ'ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।…

ବାଲେଶ୍ୱର ସହଦେବଖୁଣ୍ଟା ପରିବା ବଜାରରୁ ବ୍ରାଉନସୁଗାର ଜବତ , ୨ ଗିରଫ

ବାଲେଶ୍ୱର - ପୁଣି ବ୍ରାଉନସୁଗାର ଜବତ । ବାଲେଶ୍ୱର ସହଦେବଖୁଣ୍ଟାରେ ପରିବା ବଜାରରୁ ଜବତ ହୋଇଛି ବ୍ରାଉନସୁଗାର । ଏହି ଘଟଣାରେ ଡ୍ରଗ୍ସ ମାଫିଆ ଅଶୋକ ଯାଦବ ଓ ସୁରଜ ଯାଦବଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ସେମାନଙ୍କଠାରୁ ୧ କିଲୋ ୫୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।…

ଲୋକସେବା ଭବନରେ ଓଡିଶା ଓ ଆନ୍ଧ୍ର ମୁଖ୍ୟ ସଚିବଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର- ଓଡିଶା ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଆନ୍ଧ୍ରର ଆଦିତ୍ୟନାଥ ଦାସ ଆଲୋଚନା କରିଛନ୍ତି । ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା…

ପେଟ୍ରୋଲ-ଡିଜେଲକୁ କାହିଁକି ଜିଏସଟି ପରିସରଭୁକ୍ତ କରାଯିବ ନାହିଁ ? ଜିଏସଟି ପରିଷଦକୁ ଜବାବ ତଲବ କଲେ କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ କାହିଁକି ଅଣାଯାଇପାରିବ ନାହିଁ ସେ ନେଇ କେରଳ ହାଇକୋର୍ଟ ଜିଏସଟି ପରିଷଦରୁ ଉତ୍ତର ମାଗିଛନ୍ତି। ସୋମବାର କେରଳ ହାଇକୋର୍ଟର ଏକ ଡିଭିଜନ୍ ବେଞ୍ଚ କେନ୍ଦ୍ର ସରକାର ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦକୁ ଜିଏସଟି ପରିସରରେ ପେଟ୍ରୋଲ…