ଲକ୍ଷ୍ମୀପୁର ହିଂସା ମାମଲା: ତଦନ୍ତର ଗତିରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ, ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ…

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସୋମବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ତଦନ୍ତକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ଏସ୍ଆଇଟି ତଦନ୍ତରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ଵାବଧାନରେ ଏସ୍ଆଇଟି…

କାଲି ଭୁବନେଶ୍ୱରରେ ନବୀନ-ଜଗନ ସାକ୍ଷାତ

ଭୁବନେଶ୍ୱର- ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଆସନ୍ତାକାଲି ଓଡିଶା ଆସିବେ । କାଲି ଅପରାହ୍ନ ସାଢେ ଚାରିଟା ବେଳେ ଜଗନ ଭୁବନେଶ୍ୱରରେ ପହଂଚିବେ । ସଂଧ୍ୟା ୫ଟାରୁ ୭ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ଜଗନ । ସାକ୍ଷାତ ପରେ କାଲି ହିଁ ଅମରାବତୀ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । କଳାହାଣ୍ଡି ସହିତ ରାଜ୍ୟର ୯ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ…

ପଦ୍ମ ସମ୍ମାନ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପଦ୍ମ ବିଭୂଷଣ, ସିନ୍ଧୁଙ୍କୁ ପଦ୍ମଭୂଷଣ; କଙ୍ଗନାଙ୍କ…

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତିଙ୍କ ଦ୍ବାରା ପଦ୍ମ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି । ସାତଜଣଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଥିବା ବେଳେ ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୧୬ ଜଣ ବ୍ୟକ୍ତିଙ୍କୁ ମରଣୋତ୍ତର ଭାବେ ପଦ୍ମ ସମ୍ମାନ ପ୍ରଦାନ…

ରାଜଧାନୀରେ ଆଉ ୩୮ଟି କିଓସ୍କ ବ୍ୟବସାୟୀଙ୍କୁ ବଂଟନ କଲା ବିଏମସି, ଅନ୍ୟ ସ୍ଥାନରେ ବ୍ୟବସାୟ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ଆଜି ରାଜଧାନୀର ବ୍ୟବସାୟୀଙ୍କୁ ୩୮ଟି କିଓସ୍କ ହସ୍ତାନ୍ତର କରିଛି ବିଏମସି । ଏହାଫଳରେ ଯେଉଁମାନଙ୍କୁ ଯେଉଁଠି କିଓସ୍କ ମିଳିଛି, ସେମାନେ ସେଠାରେ ହିଁ ବ୍ୟବସାୟ କରିପାରିବେ । ଏହାକୁ ବ୍ୟବସାୟୀମାନେ ଭଡାରେ ଦେଇପାରିବେ ନାହିଁ କି ବିକ୍ରି କରିପାରିବେ ନାହିଁ ବୋଲି ବିଏମସି କମିଶନର…

ଏସିଆ ବୁକ୍ ଅଫ୍ ରେକର୍ଡସରେ ଚକ୍ ନିର୍ମିତ ସୂକ୍ଷ୍ମ ନନ୍ଦିଘୋଷ

ଫୁଲବାଣୀ: ଜଗତର ନାଥ, କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁରଙ୍କୁ ଓଡ଼ିଆମାନେ ନିଜ ନିଜ ପ୍ରକାରେ ସଜାଇ ଅର୍ଘ୍ୟ ଅର୍ପଣ କରିବାରେ ପଛଘୁଞ୍ଚା ଦିଅନ୍ତିନି। ସେଥିପାଇଁ ତ କିଏ କାଠରେ ଶ୍ରୀମନ୍ଦିର ନିର୍ମାଣ କରିଲାଣି ତ ଖାଦ୍ୟଶସ୍ୟରେ ଶ୍ରୀଜଗନ୍ନାଥଙ୍କୁ ସଜାଇଲାଣି। ଆଉ ଏବେ ଫୁଲବାଣୀ ନଦୀଖଣ୍ଡି…