19 Dead in Mexico Road Accident

Mexico City:  At least 19 people were killed and three injured when multiple vehicle pile-up on a highway near the municipality of Chalco in central Mexico, authorities said. The accident occurred when a cargo truck suffered from a brake…

ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୂର୍ଣ୍ଣ ବିଶ୍ବାସ ଅଛି: ମମିତାଙ୍କ ବାପା

ବଲାଙ୍ଗୀର: ମମିତା ହତ୍ୟା ଘଟଣାକୁ ନେଇ ବିଜେପି ଏବଂ କଂଗ୍ରେସ ମାସେ ହେଲା ଆନ୍ଦୋଳନକୁ ଓହ୍ଲାଇ ଜୋରଦାର ରାଜନୀତି ଚଲାଇ ଆସିଛନ୍ତି | ହେଲେ ବର୍ତ୍ତମାନ ଏହି ଘଟଣାରେ ମମିତାଙ୍କ ବାପାଙ୍କ ବୟାନ ବିରୋଧୀଙ୍କୁ ବ୍ୟାକଫୁଟରେ ପକାଇ ଦେଲାଣି | ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ଏବଂ ମୁଖ୍ୟମନ୍ତ୍ରୀଙ୍କ…

ପ୍ରଧାନମନ୍ତ୍ରୀ ହେଲେ ରାହୁଲ ଗାନ୍ଧୀ ସର୍ବପ୍ରଥମେ କଣ କରିବେ ? ଦେଲେ ଏହି ଉତ୍ତର..

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର ସକାଳେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ସର୍ବପ୍ରଥମ କାର୍ଯ୍ୟ କଣ ହେବ ତାହା ସେ କହୁଛନ୍ତି। ଏଥର ରାହୁଲ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ କନ୍ୟାକୁମାରୀର ସେଣ୍ଟ ଜୋସେଫ୍…

ପାକିସ୍ତାନର ବିଜୟରେ ଖୁସି ମନାଇବାରୁ ପତ୍ନୀ, ଶାଶୁ ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କଲେ ସ୍ବାମୀ

ଲକ୍ଷ୍ନୌ: ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟ ନେଇ ଖୁସି ମନାଇଥିବାରୁ ନିଜ ପତ୍ନୀ ଏବଂ ଶାଶୁ ଘର ଲୋକଙ୍କ ବିରୋଧରେ ଜଣେ ବ୍ୟକ୍ତି ମାମଲା ରୁଜୁ କରିଛନ୍ତି। ଉତ୍ତରପ୍ରଦେଶର ରାମପୁରର ଏହି ବ୍ୟକ୍ତିଙ୍କ ପତ୍ନୀ ପାକିସ୍ତାନର ବିଜୟରେ ବାଣ ଫୁଟାଇ ସେଲିବ୍ରେସନ୍ କରିବା…

ଟି-୨୦ ବିଶ୍ୱକପ୍: ଆଜି ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ନିର୍ଦ୍ଧାରଣ କରିବ ଭାରତର ଭାଗ୍ୟ

ଆବୁଧାବି: ଟି୨୦ ବିଶ୍ୱକପରେ ରବିବାର ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ଏହି ଦୁଇ ମ୍ୟାଚ୍ ଉଭୟ ଦଳ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଭାରତ ପାଇଁ ମଧ୍ୟ ଅଧିକ ଗୁରୁତ୍ୱ ବହନ କରୁଛି । କାରଣ ଏହି ମ୍ୟାଚ ଉପରେ ଭାରତର ସେମିଫାଇନାଲ ଭାଗ୍ୟ…

ନଓ୍ବାବ ମଲିକଙ୍କ ବିରୋଧରେ ମାନହାନି ମାମଲା ଦାୟର କଲେ ସମୀର ୱାଙ୍ଖେଡେଙ୍କ ବାପା

ମୁମ୍ବାଇ: ଏନସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ବାପା ଧ୍ୟାନଦେବ ୱାଙ୍ଖେଡେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଗତ ମାସରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରଠାରୁ ଏନସିବି ଜୋନାଲ…