ଟି-୨୦ ବିଶ୍ବକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ, କୋହଲିଙ୍କ ଦଳକୁ ଜରୁରୀ ବୃହତ୍ ବିଜୟ

ଆବୁଧାବି: ଭାରତ ବୁଧବାର ନିଜ ତୃତୀୟ ଗ୍ରୁପ୍‌-୨ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଦଳର ସେମିଫାଇନାଲ ପଥ କଷ୍ଟକର ହୋଇଥିବା ବେଳେ ନିଜ ଅଭିଯାନକୁ ଟ୍ରାକକୁ ଆଣିବା ପାଇଁ ଭାରତକୁ ବୃହତ ବିଜୟ ଜରୁରୀ । ଏହାଛଡ଼ା କୋହଲିଙ୍କୁ ସଠିକ ଓ…

ମହଙ୍ଗା ପଡ଼ିଲା ଦରବୃଦ୍ଧି, ଉପନିର୍ବାଚନରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ ଭୋଟର

ନୂଆଦିଲ୍ଲୀ: ତିନି ଲୋକସଭା ଓ ୧୩ ରାଜ୍ୟର ୨୯ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି । ମଙ୍ଗଳବାର ଘୋଷିତ ଉପନିର୍ବାଚନ ଫଳାଫଳରୁ ବିଜେପି ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ସ୍ପଷ୍ଟ ହୋଇଛି । ଲଗାତାର ଭାବେ ପେଟ୍ରୋଲ, ଜିଜେଲ ଓ ରୋଷେଇ…

ପୋଲିସ ଭ୍ୟାନରେ ଚୋରା ଚାଲାଣ ହେଉଥିବା ଶାଗୁଆନ କାଠ ଗଣ୍ଡି ଜବତ, ୪ ପୋଲିସ କର୍ମଚାରୀ ଅଟକ

ପାରଳାଖେମୁଣ୍ଡି – ପୋଲିସ ଭ୍ୟାନରେ ଚୋରା ଚାଲାଣ ହେଉଥିଲା ଶାଗୁଆନ କାଠ । ଆଉ ଭ୍ୟାନରେ ଥିଲେ ପୋଲିସ କର୍ମଚାରୀ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ଛକ ନିକଟରେ ଏକ ପୋଲିସ ଭ୍ୟାନରୁ ବିପୁଳ ପରିମାଣର ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଛି । ଏହି ଘଟଣାରେ ତିନି ପୋଲିସ କର୍ମଚାରୀ ଓ…

ସଂକ୍ରମଣ କମ୍ ରହିଛି , ବିପଦ ସୃଷ୍ଟି ହେବା ଭଳି ପରିସ୍ଥିତି ନ ଆସିବା ପାଇଁ ଚେଷ୍ଟା କରିବାକୁ ପଡିବ : ସ୍ୱାସ୍ଥ୍ୟ…

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ଏବେ କମ୍ ରହିଛି । ଆଇସିୟୁରେ ମଧ୍ୟ କମ୍ ରୋଗୀ ଭର୍ତ୍ତି ହେଉଛନ୍ତି । କୋରୋନା ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି । ଏବେ ଅନ୍ୟ କିଛି ଦେଶରେ ସଂକ୍ରମଣ ବଢୁଛି । ତେଣୁ ସଚେତନ ରହିବାକୁ ପଡିବ । ବିପଦ ସୃଷ୍ଟିହେବା ଭଳି ପରିସ୍ଥିତି ନ…

ହସ୍ପିଟାଲ ଉପରେ ଆକ୍ରମଣରେ ତାଲିବାନର ବରିଷ୍ଠ କମାଣ୍ଡର ନିହତ

କାବୁଲ: ଆଫଗାନିସ୍ତାନର କାବୁଲର ଏକ ମିଲିଟାରୀ ହସ୍ପିଟାଲ ଉପରେ ମଙ୍ଗଳବାର ହୋଇଥିବା ଆକ୍ରମଣରେ ତାଲିବାନର ଜଣେ ପ୍ରମୁଖ କମାଣ୍ଡର ମୌଲବୀ ହାମଦୁଲ୍ଲା ମୁଖଲିସଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି। ମୁଖଲିସ୍ କାବୁଲ ମିଲିଟାରୀ କର୍ପସର ନେତା ଥିଲେ। ଅଗଷ୍ଟରେ…

ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିପାରେ

ଭୁବନେଶ୍ୱର- ରାଜ୍ୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବା ସଂପର୍କରେ ସ୍କୁୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ପର୍ଯ୍ୟାୟ କ୍ରମେ ସ୍କୁଲ୍ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲାଯିବା ନେଇ ବିଚାର ଚାଲିଛି । ପରବର୍ତ୍ତୀ ପର୍ଯ୍ୟାୟରେ…

ରାଜ୍ୟରେ ଆଉ ୩୨୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ଶହ ତଳେ ହିଁ ସ୍ଥିର ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୩୨୨ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୮୭ ଓ ସ୍ଥାନୀୟ ଅଂଚଳରୁ ୧୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୨ ଜଣ ଅଛନ୍ତି ।…

ଦେଶରେ ବ୍ୟାପୁଛି ଡେଙ୍ଗୁ, ୯ ରାଜ୍ୟରେ ସ୍ଥିତି ଚିନ୍ତାଜନକ, କେନ୍ଦ୍ରୀୟ ଟିମ୍ ପଠାଇଲେ ସରକାର

ନୂଆଦିଲ୍ଲୀ: କରୋନା ପରେ ଏବେ ଦେଶରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଏପରିକି ଅନେକ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ଏଭଳି ସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନଅଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ଦଳ ପଠାଇଛି। ଏହି ବିଶେଷଜ୍ଞ ଦଳ ସମ୍ପୃକ୍ତ…