ହସ୍ପିଟାଲରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ଚେନ୍ନାଇ: ଚେନ୍ନାଇର କାବେରୀ ହସ୍ପିଟାଲରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଡିସଚାର୍ଜ ହୋଇଛନ୍ତି। ଅସୁସ୍ଥତା ଯୋଗୁଁ ଗୁରୁବାର ସନ୍ଧ୍ୟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ଡ଼ାକ୍ତର ଟିମ୍ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍ କରିଥିଲା। ଏହା ପରେ ତାଙ୍କୁ କାର୍ଟଏଡ୍ ଆର୍ଟେରୀ…

ବହିଷ୍କୃତ କୁବେର କନେଷ୍ଟବଳଙ୍କ ଆୟଠାରୁ ୨୨୧ ଗୁଣା ଅଧିକ ସଂପତ୍ତି

ଭୁବନେଶ୍ୱର- ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ମୋଟ ଆୟବହିର୍ଭୂତ ସଂପତ୍ତି ର ମୂଲ୍ୟାୟନ କରିଛି ଭିଜିଲାନ୍ସ ବିଭାଗ । କୁବେର କନେଷ୍ଟବଳଙ୍କ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି । ପ୍ରସନ୍ନ ନିଜ ଆୟଠାରୁ ୨୨୧ ଗୁଣା ଅଧିକ ସଂପତ୍ତି ଠୁଳ କରିଥିବା…

କୋରୋନା ସଂକ୍ରମଣ ହ୍ରାସ ,ଦିନକରେ ୩୧୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୧୬ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୮୬ ଓ ସ୍ଥାନୀୟ ଅଂଚଳରୁ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୫୧ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।…

ବ୍ୟାଙ୍କିଂ ଠାରୁ ଗ୍ୟାସ୍ ସିଲିଣ୍ଡର ବୁକିଂ ଓ ହ୍ବାଟସଆପ୍, ଆଜିଠାରୁ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ କଣ ସବୁ…

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ମଧ୍ୟରେ ଆଜିଠାରୁ ତଥା ନଭେମ୍ବର ୧ରୁ ବିଭିନ୍ନ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କିଂ ଠାରୁ ଆରମ୍ଭ କରି ଏଲପିଜି ସିଲିଣ୍ଡର ବୁକିଂ ଏବଂ ଟ୍ରେନ୍ ଚଳାଚଳ ସମୟରେ ହେବାକୁ ଥିବା ପରିବର୍ତ୍ତନ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇପାରେ | ଆସନ୍ତୁ…

ଦୟନୀୟ ସ୍ଥିତିରେ ଦେବଗଡ଼ ବିଜେପି: ସାଂସଦ , ବିଧାୟକଙ୍କ ଜିଲ୍ଲାରେ ଦଳର ଫ୍ଲଫ୍ ସୋକୁ ନେଇ ଚର୍ଚ୍ଚା 

ଦେବଗଡ : ଦେବଗଡ଼ ଜିଲ୍ଲାର ଏକମାତ୍ର ବିଧାନସଭା ଆସନକୁ ବିଜେପି ଗତ ସାଧାରଣ ନିର୍ବାଚନକୁ ଦଖଲ କରିଛି । ଲୋକସଭା ଆସନରେ ବି ଦଳୀୟ ନେତା ତଥା ପୂର୍ବତନ ବିଧାୟକ ତଥା ଦେବଗଡ଼ର ରାଜା ବିଜୟୀ ହୋଇଛନ୍ତି । ତଥାପି ଜିଲ୍ଲାରେ ନିର୍ବାଚନ ପରଠାରୁ ଦଳର ସାଂଗଠାନିକ ସ୍ଥିତି ସୁଦୃଢ଼ ହେବା ପରିବର୍ତ୍ତେ…