କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆଉ ୧୨,୮୩୦ ନୂଆ ମାମଲା, ୪୪୬ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ସମୁଦାୟ ୧୨,୮୩୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ସହିତ ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୭୩ ହଜାର ୩୦୦କୁ ବୃଦ୍ଧି ପାଇଛି। ଦିନକରେ କୋଭିଡ ଯୋଗୁଁ ଆଉ ୪୪୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଦେଶରେ…

ଜାମ୍ମୁ-କାଶ୍ମୀର: ଏଲ୍ଓସି ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଦୁଇ ଯବାନ ସହିଦ୍

ଶ୍ରୀନଗର: ଜାମ୍ମୁ କାଶ୍ମୀରର ନୌଶେରା-ସୁନ୍ଦରବନୀ ସେକ୍ଟରରେ ଶନିବାର ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଜଣ ଯବାନଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏଲ୍ଓସି ନିକଟରେ ସେନାର ପାଟ୍ରୋଲିଂ ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଥିଲା । ଏଥିରେ ଜଣେ ଅଧିକାରୀ…

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର-ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପ୍ରବାଦ ପୁରୁଷ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଜି ଜୟନ୍ତୀ । ଏହି ଅବସରରେ ଲୌହମାନବଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ପରବର୍ତ୍ତୀ ଦେଶର…

ଅସହ୍ୟ ମହଙ୍ଗା ମାଡ, ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୋଧରେ ଆଜିଠାରୁ ବିଜେଡିର ବିକ୍ଷୋଭ ଓ ଧାରଣା

ଭୁବନେଶ୍ୱର-ଅସହ୍ୟ ଦରଦାମ ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି । ଲୋକେ ଆଉ ପନିପରିବା କିଣୁନାହାନ୍ତି । ଖାଇବା ତେଲ ସହ ପେଟ୍ରୋଲ ଡିଜେଲ ବି ମହଙ୍ଗା । ଦରଦାମ ବୃଦ୍ଧି ପାଇଁ କେନ୍ଦ୍ରର ଭୁଲ୍ ନୀତିକୁ ଦାୟୀ କରି ଆଜିଠାରୁ ରାସ୍ତାକୁ ଓହ୍ଲାଇଛି ବିଜେଡି । ଦରଦାମ ବୃଦ୍ଧି…

ଜାଣନ୍ତୁ କଣ ରହିଛି ରବିବାର ଦିନ ସୁର୍ଯ୍ୟ ପୂଜାର ମହତ୍ୱ, ବଦଳାଇ ଦେବ ସମ୍ପୂର୍ଣ୍ଣ ଭାଗ୍ୟ

ଆଜି ଆସନ୍ତୁ ଜାଣିବା ରବିବାର ଦିନ ସୂର୍ଯ୍ୟ ପୂଜାର ମହତ୍ତ୍ଵ ଏବଂ ଏହାଦ୍ୱାରା ଆମ ଜୀବନରେ ଜାଗ୍ରତ ହୋଉଥିବା ଶକ୍ତିର ସଂଚାର ଓ ଦୁର ହେଉଥିବା ସମସ୍ତ ସଙ୍କଟର ଅର୍ଥ ସମ୍ବନ୍ଧରେ :- ରବିବାର ଦିନଟି ସୂର୍ଯ୍ୟ ଦେବଙ୍କୁ ସମର୍ପିତ କରାଯାଏ । ସୂର୍ଯ୍ୟ ଦେବଙ୍କ ଆଲୋକରେ ସାରା ବିଶ୍ବ ଆଲୋକିତ…