ରାଜ୍ୟରେ ୩୭୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହରୁ ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୭୪ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୨୧୮ ଓ ସ୍ଥାନୀୟ ଅଂଚଳରୁ ୧୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୬୫ ଜଣ ଶିଶୁ ଓ…

ତୈଳଦର ବେଲଗାମ, କ୍ରମାଗତ ଚତୁର୍ଥ ଦିନ ବଢ଼ିଲା ଦର

ନୂଆଦିଲ୍ଲୀ: ଦେଶରେ ତୈଳଦର ବେଲଗାମ ହୋଇପଡିଛି। ଆଜି କ୍ରମାଗତ ଚତୁର୍ଥ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ବି ପେଟ୍ରୋଲ ଏବଂ ଡିଜେଲ ୩୫-୩୫ ପଇସା ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ମୂଲ୍ୟ ୧୦୮.୯୯ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ମୂଲ୍ୟ…

କରୋନା ଅପଡେଟ୍:ଦେଶରେ ୧୪,୩୧୩ ନୂଆ ମାମଲା, ୫୪୯ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୩୧୩ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟ ମଧ୍ୟରେ ୧୩,୫୪୩ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶର କରୋନାରୁ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୩୬ କୋଟି ଅତିକ୍ରମ କରିଛି। ସୁସ୍ଥ ହାର ୯୮.୧୯ ପ୍ରତିଶତକୁ ବୃଦ୍ଧି ପାଇଛି | କେରଳରେ…

ଉତ୍ତମ ପରିବହନ ସେବା ପାଇଁ ସିଆରୟୁଟି ପୁରସ୍କୃତ

ଭୁବନେଶ୍ୱର- କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ –ସିଆରୟୁଟିକୁ ଉତ୍ତମ ସେବା ପାଇଁ ପୁରସ୍କାର ମିଳିଛି । ସହରାଂଚଳ ପରିବହନ କ୍ଷେତ୍ରରେ ‘ମୋ ବସ୍‌’ ଜରିଆରେ ଉତ୍ତମ ସେବା ପାଇଁ ସିଆରୟୁଟିକୁ ଉତ୍କର୍ଷତାର ପୁରସ୍କାର ମିଳିଛି । ଗତବର୍ଷ ସୂଚାରୁ ରୂପେ ସହରାଂଚଳ ପରିବହନ ପ୍ରକଳ୍ପ…

ଆଜି ୩ ଲୋକସଭା, ୨୯ଟି ବିଧାନସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ: ଦେଶର ୧୩ଟି ରାଜ୍ୟରେ ତିନୋଟି ଲୋକସଭା ଆସନ ଏବଂ ୨୯ଟି ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଆଜି ମତଦାନ ଅନୁଷ୍ଠିତ ହେବ। ଅଧିକାଂଶ ଆସନରେ ମୁଖ୍ୟ ପ୍ରତିଯୋଗିତା ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ରହିଛି। କରୋନା ଜୀବାଣୁ ମହାମାରୀକୁ ଦୃଷ୍ଟିରେ ରଖି…

ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସରେ ମନିଷା

ବ୍ରହ୍ମପୁର: ସାମ୍ପ୍ରତିକ ସମୟରେ ତ ଗଞ୍ଜାମ ମାଟିର ଅନେକ ଗୌରବମଣ୍ଡିତ ଓଡ଼ିଆ ପ୍ରତିଭା ଏ ରାଜ୍ୟ ତଥା ଜାତିର ନାଁର ଟେକ ରଖିଛନ୍ତି। ତଥାପି ଆହୁରି ଅନେକ ଦକ୍ଷ, ଯୁବ ତଥା ଉଦୀୟମାନ ପ୍ରତିଭା ନିଜର ନିଆରା କାର୍ଯ୍ୟରେ ଉକ୍ତ ଗୌରବକୁ ଅଧିକ ମହିମାମଣ୍ଡିତ କରୁଛନ୍ତି। ନ୍ୟାସନାଲ୍ ବୁକ୍ ଅଫ୍…