କନ୍ନଡ ସୁପରଷ୍ଟାର ପୁନିତ୍ ରାଜକୁମାରଙ୍କ ହୃଦଘାତରେ ମୃତ୍ୟୁ

ବେଙ୍ଗାଲୁରୁ: କନ୍ନଡ ସୁପରଷ୍ଟାର ପୁନିତ୍ ରାଜକୁମାରଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଆଜି ସକାଳେ ହୃଦଘାତର ଶିକାର ହେବା ପରେ ତାଙ୍କୁ ବାଙ୍ଗାଲୋରର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁନିତଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ସେ କନ୍ନଡ…

ସବୁଜ ବାଣ ଅନୁମତି ମାମଲା : ଏସଆରସିଙ୍କ ଉପରେ ନିଷ୍ପତ୍ତି ଛାଡିଲେ ହାଇକୋର୍ଟ, ସୋମବାର ପରବର୍ତ୍ତୀ ଶୁଣାଣି

କଟକ- ସବୁଜ ବାଣ ବିକ୍ରି ଅନୁମତି ସଂପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି । ଏ ସଂପର୍କରେ ନିଷ୍ପତ୍ତି ସ୍ୱତନ୍ତ୍ର ରିଲିଫ କମିଶନର ନେବେ ବୋଲି ହାଇକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ-ଏନଜିଟି ନିର୍ଦ୍ଦେଶାବଳୀ ଭିତ୍ତିରେ ଏସଆରସି ନିଷ୍ପତ୍ତି ନେବେ ବୋଲି…