ଓବିସି, ଇଡବ୍ଲ୍ୟୁଏସ୍ ସଂରକ୍ଷଣର ବୈଧତା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, ନିଟ୍-ପିଜି ପରୀକ୍ଷା କାଉନସେଲିଂ…

ନୂଆଦିଲ୍ଲୀ: ସୋମବାର ନିଟ୍-ପିଜି ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ ବର୍ତ୍ତମାନ ନିଟ୍-ପିଜିର କାଉନସେଲିଂ ହେବ ନାହିଁ। ଅଲ ଇଣ୍ଡିଆ କୋଟା ରେ ଓବିସି ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀ (ଇଡବ୍ଲ୍ୟୁଏସ୍) ସଂରକ୍ଷଣର…

ଓଡିଶା ଜୁନିଅର ମହିଳା ହକି ଦଳର ଆଉ ଏକ ବୃହତ ବିଜୟ

ଝାନସୀ –ଜାତୀୟ ଜୁନିଅର ମହିଳା ହକି ଚାମ୍ପିଅନସିପରେ ଓଡିଶା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ନିଜର ତୃତୀୟ ମ୍ୟାଚରେ ଓଡିଶା ଦଳ ମଧ୍ୟପ୍ରଦେଶକୁ ୯-୦ ଗୋଲରେ ଶୋଚନୀୟ ଭାବେ ପରାସ୍ତ କରିଛି । ଓଡିଶା ପକ୍ଷରୁ ଅଧିନାୟିକା ଜ୍ୟୋତି ଛତ୍ରୀ ଓ ନେହା ଲାକ୍ରା ଦୁଇଟି ଲେଖାଏଁ ଗୋଲ୍ ସ୍କୋର…

ଓଡିଶାର କିଶୋର ଜେନା ଜାତୀୟ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଚାମ୍ପିଅନ

ଭୁବନେଶ୍ୱର- ରାଜ୍ୟର ଉଦୀୟମାନ ଆଥଲେଟ କିଶୋର କୁମାର ଜେନା ନିଜ କ୍ୟାରିଅରର ବଡ ସଫଳତା ହାସଲ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ତୃତୀୟ ଜାତୀୟ ଜାଭେଲିନ ଥ୍ରୋ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି କିଶୋର । ସେ ୭୪ ଦଶମିକ ୨୬ ମିଟର ଦୂରତା ଯାଏଁ ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିବା…

ଇନ୍ଦୋରରେ କରୋନାର ନୂଆ ଭାରିଆଣ୍ଟ ‘ଏଓ୍ବାଇ-୪’ ଚିହ୍ନଟ

ନୂଆଦିଲ୍ଲୀ: ଇନ୍ଦୋରରେ କରୋନାର ଏକ ନୂଆ ଭାରିଆଣ୍ଟ 'ଏଓ୍ବାଇ-୪' ଚିହ୍ନଟ ହୋଇଛି | ସାତଜଣ ରୋଗୀଙ୍କ ନମୁନା ଗୁଡ଼ିକର ଜିନୋମ ସ୍ବିକ୍ବେନ୍ସିଂ ପରେ ଏହି ନୂଆ ଭାରିଆଣ୍ଟ ବିଷୟରେ ଜଣାପଡିଛି | ଏଓ୍ବାଇ-୪ ହେଉଛି ଡେଲଟା ଭାରିଆଣ୍ଟର ଏକ ଉପଭାରିଆଣ୍ଟ । ଏହି ଭାରିଆଣ୍ଟ ବିଷୟରେ ସମ୍ପ୍ରତି ସାରା…