କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ଦାବିରେ ପୁଣି ୨୬ରେ ଦେଶବ୍ୟାପୀ ଆନ୍ଦୋଳନ ଡ଼ାକରା ଦେଲା ସଂଯୁକ୍ତ କିସାନ୍…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ହୋଇଥିବା ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ଏବଂ ଗିରଫ ଦାବି ସହ କୃଷକ ଆନ୍ଦୋଳନର ୧୧ ମାସ ପୂର୍ତ୍ତି ଅବସରରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍) ଅକ୍ଟୋବର ୨୬ରେ ପୁଣି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ପାଇଁ ଡ଼ାକରା…

ରାଜ୍ୟରେ ୪୪୧ ନୂଆ କୋରୋନା ମାମଲା

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୫୩ ଓ ସ୍ଥାନୀୟ ଅଂଚଳରୁ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୫ ଶିଶୁ ଓ କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୫, କଟକରୁ ୩୭, ସମ୍ବଲପୁରରୁ…

ପିଲାଙ୍କ ଉପରେ ଫାଇଜର କରୋନା ଟିକା ୯୧ ପ୍ରତିଶତ ପ୍ରଭାବୀ

ଓ୍ୱାଶିଂଟନ: ଆମେରିକାର ଅଗ୍ରଣୀ ଫାର୍ମା କମ୍ପାନୀ ଫାଇଜରର କରୋନା ଟିକା ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ସୁରକ୍ଷିତ ଓ ସଂକ୍ରମଣ ରୋକିବାରେ ଏହା ପ୍ରାୟ ୯୧ ପ୍ରତିଶତ ପ୍ରଭାବୀ ବୋଲି ଜଣାପଡିଛି। ଆମେରିକା ଏହି ବୟସ ବର୍ଗରେ ପିଲାମାନଙ୍କ ଟିକାକରଣ ଆରମ୍ଭ କରିବାକୁ ଚିନ୍ତା କରୁଥିବା…

କ୍ରମାଗତ ଚତୁର୍ଥ ଦିନ ବଢ଼ିଲା ତେଲ ଦର, ଚେନ୍ନାଇରେ ୧୦୦ ଟପିଲା ଡିଜେଲ

ନୂଆଦିଲ୍ଲୀ: ଶନିବାର କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଶନିବାର ଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫ ପଇସା ଲେଖାଏଁ ବଢ଼ିଛି। ଏହା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସାରା ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ…

ଭଞ୍ଜନଗର ସୋରୋଦେବୀ ନିକଟ ଜଙ୍ଗଲରୁ ଅସହାୟ ଅସୁସ୍ଥ ବ୍ୟକ୍ତି ଉଦ୍ଧାର

ଭଞ୍ଜନଗର- ସ୍ଥାନୀୟ ସୋରାଦେବୀ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ଅସହାୟ ଅସୁସ୍ଥ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ଅସୁସ୍ଥ ବ୍ୟକ୍ତି ଜଣକ ସେଠାରେ ଶୋଇ ରହିଥିବା ବେଳେ ଭଞ୍ଜନଗର ପ୍ରଶାସନ ଓ ଭଞ୍ଜନଗର ହେଲପିଂ ହ୍ୟାଣ୍ଡ୍‌ର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରି ସବଡିଭିଜନାଲ ହସପିଟାଲରେ ଚିକିତ୍ସା…