ଗଞ୍ଜାମ ପୋଲିସକୁ ବଡ଼ ସଫଳତା: ୭୫ ଲକ୍ଷ, ୮.୫ କେଜି ସୁନା ସହ ୪୪ କେଜି ନିଶା ସାମଗ୍ରୀ ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା। ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକ ନାମକ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ଜବତ ହୋଇଛି ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ। ତେବେ ଉକ୍ତ ଘରୁ ପୋଲିସ ନଗଦ ୭୫ ଲକ୍ଷ ୯ ହଜାର…

ଟି୨୦ ବିଶ୍ୱକପରେ ଭାରତ ଟାଇଟଲ ଦାବିଦାର ବୋଲି କହିଲେ ଏହି ପାକ୍ କିମ୍ବଦନ୍ତୀ

ଲାହୋର: ୟୁଏଇ ଏବଂ ଓମାନରେ ଚାଲିଥିବା ଟି୨୦ ବିଶ୍ୱକପ୍ ଜିିିତିବା ପାଇଁ ଭାରତ ଟାଇଟଲ ଦାବିଦାର ବୋଲି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍ ହକ୍ କହିଛନ୍ତି । ଇଞ୍ଜାମାମ୍ କହିଛନ୍ତି ଯେ, ୟୁଏଇ ଏବଂ ଓମାନର ପରିବେଶ ଭାରତୀୟ ଉପମହାଦେଶ ଭଳି । ଏଭଳି ପରିବେଶରେ ବିରାଟ କୋହଲିଙ୍କ ଦଳ…

ଟ୍ୱିଟର ଇଣ୍ଡିଆର ପୂର୍ବତନ ଏମଡି ମନୀଷ ମହେଶ୍ୱରୀଙ୍କ ବଢ଼ିଲା ଅଡ଼ୁଆ, ଏହି ମାମଲାରେ ସୁପ୍ରିମକୋର୍ଟ ଜାରି କଲେ ନୋଟିସ୍

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ପୂର୍ବତନ ଏମଡି ମନୀଷ ମହେଶ୍ୱରୀଙ୍କ ଅଡ଼ୁଆ ବଢ଼ିପାରେ। କର୍ଣ୍ଣାଟକ ହାଇକୋର୍ଟରୁ ମନୀଷ ମହେଶ୍ୱରୀଙ୍କୁ ଦିଆଯାଇଥିବା ସୁରକ୍ଷା ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମନୀଷଙ୍କୁ ନୋଟିସ ଜାରି କରିଛନ୍ତି। ଜଣେ ବୃଦ୍ଧଙ୍କ ସହ ଅସଦାଚରଣର…