ରାଜ୍ୟରେ ଆଉ ୪୬୭ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪୬୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୭୨ ଓ ସ୍ଥାନୀୟ ଅଂଚଳରୁ ୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ ହେଉଛନ୍ତି ଶିଶୁ ଓ କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩, କଟକରୁ ୩୬, ବାଲେଶ୍ୱରରୁ ୧୬,…

ସୁପ୍ରିମକୋର୍ଟରେ ସେନାର ୩୯ ମହିଳା ଅଧିକାରୀଙ୍କ ବଡ଼ ବିଜୟ, ସ୍ଥାୟୀ କମିଶନ ପାଇଁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ…

ନୂଆଦିଲ୍ଲୀ: ଭାରତୀୟ ସେନାର ୩୯ ମହିଳା ଅଧିକାରୀ ସୁପ୍ରିମକୋର୍ଟରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏହି ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ସହ ଜଡିତ ଆଦେଶ ଶୀଘ୍ର ଜାରି କରାଯିବା ଉଚିତ ବୋଲି କହିଛନ୍ତି।…

ଏଥର ପଂଚାୟତ ନିର୍ବାଚନରେ ସେଂଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର- ଆଗାମୀ ପଂଚାୟତ ନିର୍ବାଚନରେ ସେଂଟ୍ରାଲ କାଉଟିଂ ହେବ । ମତଦାନ ସରିବା ପରେ ଭୋଟ ବାକ୍ସଗୁଡିକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ବ୍ଲକସ୍ତରରେ ଷ୍ଟ୍ରଙ୍ଗରୁମ୍ ପ୍ରସ୍ତୁତ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ କହିଛନ୍ତି । ନିର୍ବାଚନ ପାଇଁ ଅଧିକ ବାଲାଟ ବକ୍ସର ଆବଶ୍ୟକ…