୬୨ତମ ପୋଲିସ ସହିଦ ସ୍ମୃତି ଦିବସରେ ଡିଜିପିଙ୍କ ଶ୍ରଦ୍ଧାଞ୍ଜଳି

କଟକ- ଆଜି ହେଉଛି ୬୨ତମ ପୋଲିସ ସହିଦ ସ୍ମୃତି ଦିବସ । ଏହି ଅବସରରେ କର୍ତ୍ତବ୍ୟ ସଂପାଦନ ବେଳେ ଦେଶ ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନ ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । କୋରୋନା ଯୋଦ୍ଧା ଭାବେ ଜୀବନ ହରାଇଥିବା ପୋଲିସ କର୍ମୀଚାରୀଙ୍କୁ ବି…

ଆଜିଠାରୁ କାର୍ତ୍ତିକ ବ୍ରତ, ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା, ସେବାୟତଙ୍କ ପାଇଁ ନୂଆ ଡ୍ରେସକୋଡ୍ ଲାଗୁ

ପୁରୀ- ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । କିନ୍ତୁ କୋରୋନା ଯୋଗୁଁ ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା ହୋଇଛି । କଟକଣା ସତ୍ତ୍ୱେ ଭିଡ ସମ୍ଭାବନା ଥିବାରୁ ନିୟନ୍ତ୍ରଣ ପାଇଁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି । ଏହାଛଡା ସେବାୟତଙ୍କ ପାଇଁ ଆଜିଠାରୁ ଡ୍ରେସକୋଡ୍ ନିୟମ ବି ଲାଗୁ…

ଆଜିଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ପାଠପଢା, ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ

ଭୁବନେଶ୍ୱର- ପୂଜା ଛୁଟି ପରେ ଆଜିଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ୍ ପାଠପଢା ଆରମ୍ଭ । ନାମଲେଖା ପ୍ରକ୍ରିୟା ପ୍ରାୟତଃ ସରିଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜରେ ପାଦ ଥାପିବେ । କୋରୋନାକୁ ଦୃଷ୍ଟିରେ ରଖି କ୍ୟାମ୍ପସର…

ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜୀଉଙ୍କ ଦ୍ୟୁତକ୍ରୀଡା ଉତ୍ସବ

ପୁରୀ: ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯାଇଥିଲା । ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚଉଦୋଳରେ…

ଗୀତା ମାହାତ୍ମ୍ଯ: ସ୍ବଧର୍ମମପି ଚାବେକ୍ଷ ନ ବିକମ୍ପି ତୁ ମର୍ହସି। ଧର୍ମୟାଦ୍ଧି ଯୁଦ୍ଧେଛେୟୋଅନ୍ୟତ କ୍ଷତ୍ରିୟସ୍ୟ ନ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କ୍ଷତ୍ରିୟର ଧର୍ମ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ସ୍ବଧର୍ମମପି ଚାବେକ୍ଷ ନ ବିକମ୍ପି ତୁ ମର୍ହସି। ଧର୍ମୟାଦ୍ଧି ଯୁଦ୍ଧେଛେୟୋଅନ୍ୟତ କ୍ଷତ୍ରିୟସ୍ୟ ନ ବିଦ୍ୟତେ।। ହେ ଅର୍ଜୁନ ! ନିଜର ଧର୍ମ ଦୃଷ୍ଟିରୁ ବି ତୁମେ ଭୟ କରିବା…

ଉତ୍ତରାଂଚଳ ଡିଆଇଜିଙ୍କୁ ଭେଟିଲେ ମମିତାଙ୍କ ପରିବାର, ପୋଲିସ ତଦନ୍ତରେ ସନ୍ତୁଷ୍ଟ

ବଲାଙ୍ଗିର – ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କୁ ଭେଟିଛନ୍ତି ମମିତାଙ୍କ ପରିବାର । ପୋଲିସ ତଦନ୍ତରେ ପରିବାର ସନ୍ତୁଷ୍ଟ ବୋଲି ଡିଆଇଜିଙ୍କୁ ଭେଟିବା ପରେ ମମିତାଙ୍କ ବଡବାପା କହିଛନ୍ତି । ଅଭିଯୁକ୍ତ ଗୋବିନ୍ଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି…

ଭାରତ ଆସୁଥିବା ସବୁ ଯାତ୍ରୀଙ୍କ ପାଇଁ ନେଗେଟିଭ୍ ଆରଟି-ପିସିଆର୍ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଭାରତ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁଯାୟୀ, ବିଦେଶରୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ନେଗେଟିଭ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।…

ମହାଲିଙ୍ଗ ମିଷ୍ଟ୍ରି ଘଟଣାରେ ଜାତୀୟ ମହିଳା କମିଶନଙ୍କ ଆଭିମୁଖ୍ୟକୁ ବିଜେଡିର କଡା ସମାଲୋଚନା, ବର୍ଷିଲେ ସୁଲତା

ଭୁବନେଶ୍ୱର-ମହାଲିଙ୍ଗ ମିଷ୍ଟ୍ରି ଘଟଣାରେ ନିଜଆଡୁ ମାମଲା ରୁଜୁ କରିଥିବା ଯୋଗୁଁ ଜାତୀୟ ମହିଳା କମିଶନଙ୍କୁ କଡା ସମାଲୋଚନା କରିଛି ବିଜେଡି । ଜାତୀୟ ମହିଳା କମିଶନଙ୍କ ପଦକ୍ଷେପ ହାସ୍ୟାସ୍ପଦ ଓ ଏକପାଖିଆ ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି । ତଦନ୍ତ ସରିବା ପୂର୍ବରୁ ଜାତୀୟ ମହିଳା…

ବିଧାନସଭାର ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ପରଲୋକ

ଭୁବନେଶ୍ୱର – ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ବରିଷ୍ଠ ବିଜେପି ନେତା ପ୍ରହଲ୍ଲାଦ ଦୋରାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ମାସକ ତଳେ ପ୍ରହଲ୍ଲାଦ ଦୋରାଙ୍କ ପତ୍ନୀ ବିୟୋଗ…