କ୍ରସ୍ ପିନ୍ଧିଲେ କିମ୍ବା ଚର୍ଚକୁ ଗଲେ ଏସସି ସାର୍ଟିଫିକେଟ୍ ରଦ୍ଦ କରାଯାଇପାରିବ ନାହିଁ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: କ୍ରସ୍ କିମ୍ବା ଅନ୍ୟାନ୍ୟ ଧାର୍ମିକ ପ୍ରତୀକ ଏବଂ ପ୍ରଥା ପ୍ରଦର୍ଶନ କଲେ ଜଣେ ଦଳିତଙ୍କ ଅନୁସୂଚିତ ଜାତି (ଏସସି) ସାର୍ଟିଫିକେଟ୍ ବାତିଲ ହୋଇପାରିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମାଡ୍ରାସ ହାଇକୋର୍ଟ ଏହା କହିଛନ୍ତି । ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଜଷ୍ଟିସ୍…

ଦେବଗଡରେ ବିଏସ୍‌ୱାଇ କାର୍ଡ ବଣ୍ଟନର ଶୁଭାରମ୍ଭ, ଚିକିତ୍ସାରେ ଅର୍ଥ ବାଧକ ନ ସାଜୁ- ନବୀନ

ଦେବଗଡ : କୌଣସି ପରିସ୍ଥିତିରେ ଚିକିତ୍ସା ପାଇଁ ଅର୍ଥ ବାଧକ ନ ସାଜୁ । ଚିକିତ୍ସା ଖର୍ଚ୍ଚ ତୁଳାଇବାକୁ ଯାଇ ଘର ବନ୍ଧା ନ ପଡୁ । ଏହି ଉଦ୍ଦେଶ୍ୟରେ ହିଁ ଦେଶର ସର୍ବପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ଦେବଗଡ…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସମ୍ଭାବନା

ଭୁବନେଶ୍ୱର- ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଂଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ଏହା ୩ ଦଶମିକ ୧ ରୁ ୫ ଦଶମିକ ୮ କିଲୋମିଟର ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭୁବନେଶ୍ୱର…

ରାଜ୍ୟରେ ଦିନକରେ ୫୨୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୫୨୬ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩୦୩ ଓ ସ୍ଥାନୀୟ ଅଂଚଳରୁ ୨୨୩ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୬୮ ଜଣ ଅଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୪୪କୁ ବୃଦ୍ଧି ପାଇଛି ।…