ଲକ୍ଷ୍ମୀପୁର ହିଂସା ମାମଲା: କ୍ରାଇମବ୍ରାଞ୍ଚ୍ ଆଗରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ କାର୍ ଚଢ଼ାଇବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆଜି ୟୁପି ପୋଲିସ କ୍ରାଇମବ୍ରାଞ୍ଚ୍ ଆଗରେ ହାଜର ହୋଇଛନ୍ତି। ସିଆରପିସିର ଧାରା ୧୬୦ ଅନୁଯାୟୀ ପୋଲିସ ତାଙ୍କୁ ସମନ ଜାରି କରିଥିଲା। ଯଦି ଆଶିଷଙ୍କ ଜବାବରେ ପୋଲିସ…

କ୍ରମାଗତ ପଞ୍ଚମ ଦିନ ବଢ଼ିଲା ତୈଳଦର, ମୁମ୍ବାଇରେ ଡିଜେଲ୍ ୧୦୦ ଟପିଲା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ୍ ଦର ଶନିବାର କ୍ରମାଗତ ପଞ୍ଚମ ଦିନ ପାଇଁ ବୃଦ୍ଧି ପାଇଛି। ସଦ୍ୟତମ ଦର ବୃଦ୍ଧି ପରେ ମୁମ୍ବାଇରେ ଡିଜେଲ ଲିଟର ୧୦୦ ଟପିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିବା ବେଳେ ହୋଇଥିବାବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି। ତୈଳ…

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଫିଲ୍ମ ନିର୍ମାତା ଇମତିଆଜ ଖତ୍ରିଙ୍କ ଘର ଓ ଅଫିସରେ ଏନସିବିର ଚଢ଼ାଉ

ମୁମ୍ବାଇ: ମୁମ୍ବାଇର କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଚଢ଼ାଉ ଜାରି ରଖିଛି। ଶନିବାର ଏନସିବି ଫିଲ୍ମ ନିର୍ମାତା ଇମତିଆଜ ଖତ୍ରୀଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲା। ଏହି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏବଂ ବହୁ ହାଇ…