ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର - ପୂର୍ବତନ ପ୍ରଧାନମନ୍ତ୍ରୀ ଓ କିମ୍ବଦନ୍ତୀ ଦୂରଦ୍ରଷ୍ଟା ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ଯବାନ, ଜୟ କିଷାନ ଭଳି ତାଙ୍କର ସ୍ୱର୍ଣ୍ଣିମ ଶବ୍ଦ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସମସ୍ତଙ୍କୁ ପ୍ରେରଣା…

ଜୟନ୍ତୀରେ ବାପୁଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଗାନ୍ଧିଜୀଙ୍କ ଅହିଂସା ପରି ଅମର ଓ ଅକ୍ଷୟ ନୀତି ପ୍ରତି ନିଷ୍ଠାକୁ ସୁଦୃୃଢ କରିବା ସହ ଲୋକଙ୍କ ମଧ୍ୟରେ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରସାର…

ଜୟନ୍ତୀ ବିଶେଷ: ଶାନ୍ତିର ଦୂତ ଲାଲ ବାହାଦୂର ଶାସ୍ତ୍ରୀ

ଲାଲ ବାହାଦୂର ଶାସ୍ତ୍ରୀ ଏକ ବିରଳ ବ୍ୟକ୍ତିତ୍ୱ।ଦେଶର ସ୍ୱାଧୀନତା ସଂଗ୍ରାମ ହେଉ ଅବା ସାମାଜିକ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଜଣେ ଶାନ୍ତିପ୍ରିୟ ନେତା ଭାବରେ ସିଏ ବିଶ୍ୱ ଦରବାରରେ ପରିଚିତ ଥିଲେ। ଏହି ଶାନ୍ତିକାମୀ ପୁରୁଷ ଉତ୍ତର ପ୍ରଦେଶର ମୋଗଲସରାଇଠାରେ ୧୯୦୪ ମସିହା…

ମହାତ୍ମାଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର ରିପୋର୍ଟ, ଓଡ଼ିଶାରେ ଜାତିର ପିତା

ଜାତିର ପିତା ମହାତ୍ମାଗାନ୍ଧୀ ଥିଲେ ଏ ଦେଶର କର୍ଣ ଧାର। ଯାହାଙ୍କ ଅଦମ୍ୟ ନିଷ୍ଠା ଓ ସଂକଳ୍ପ ବଳରେ ଏ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ଏକକ ସ୍ବାଧୀନତା ହାସଲ କରିଥିଲା। ଏହି ଯୋଗଜନ୍ମା ମହାପୁରୁଷ ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ।…