ସୁପ୍ରିମକୋର୍ଟ ଇ-ମେଲ୍‌ରେ ବି ମୋଦିଙ୍କ ଫଟୋ, ଆଇନଜୀବୀଙ୍କ ଆପତ୍ତି ପରେ ହଟିଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍ ଆଇଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନେଇ କିଛି ବରିଷ୍ଠ ଆଇନଜୀବୀ ଆପତ୍ତି ଉଠାଇଛନ୍ତି । ସୁପ୍ରିମକୋର୍ଟ ବ୍ୟବହାର କରୁଥିବା ଇ-ମେଲ୍ ଆଇଡିର ଫୁଟରରେ ମୋଦିଙ୍କ ଫଟୋ ସହ ‘ସବ୍‌କା ସାଥ୍ ସବ୍‌କା ବିଶ୍ୱାସ’ ସ୍ଲୋଗାନ୍ ରହିଛି ।…

ସୁପ୍ରିମକୋର୍ଟ କଲେଜିୟମର ଅନୁମୋଦନ : ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ଚାରି ନୂଆ ବିଚାରପତି

ନୂଆଦିଲ୍ଲୀ - ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ଅନୁମୋଦିତ ୪ ଜଣ ଓଡିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ନିଯୁକ୍ତି ପାଇବେ । ସେମାନେ ହେଲେ ଆଡଭୋକେଟ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ, ବିଚାର ବିଭାଗୀୟ ଅଧିକାରୀ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର । ଏହି ଚାରି…

ପିପିଲି ଲଢେଇ : ସକାଳ ୧୧ ସୁଦ୍ଧା ପ୍ରାୟ ୨୫ ପ୍ରତିଶତ ମତଦାନ

ଭୁବନେଶ୍ୱର - ପିପିଲି ଉପନିର୍ବାଚନ ପାଇଁ ମତଦାନ ସୁରୁଖୁରୁରେ ଚାଲିିଛି । ଦିନ ୧୧ଟା ସୁଦ୍ଧା ୨୪ ଦଶମିକ ୭୬ ପ୍ରତିଶତ ମତଦାନ ହୋଇଛି । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ପିପିଲିରେ କୋଭିଡ କଟକଣାରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । କୌଣସି ସ୍ଥାନରୁ ଅପ୍ରୀତିକର ପରିସ୍ଥିତିର…

ଅମିତ ଶାହଙ୍କ ପରେ ଅଜିତ ଡୋଭାଲ୍‌ଙ୍କୁ ଭେଟିଲେ ଅମରିନ୍ଦର

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର ଦିନକ ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଆଜି ସକାଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି । ପଞ୍ଜାବ କଂଗ୍ରେସରେ ଦୀର୍ଘଦିନ ଧରି ଚାଲିଥିବା ଆନ୍ତଃ କନ୍ଦଳ…